menu-iconlogo
huatong
huatong
avatar

Dipatie mote karidia prabhu

PRASANT-HAL-ODISHAhuatong
mrssbrookshuatong
Тексты
Записи
ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି

ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି

ତୋହରି ସେବାରେ ତୋ ସିଂଘ ଦୁଆରେ--୨

ଜଳି ଜଳି ସରିଯିବି

ହୋ ଓ..ଜଳି ଜଳି ସରିଯିବି

ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି

ଶ୍ରୀମନ୍ଦିରେ ଜଳୁଥିବି

କରୁଥିବି ନୀତି ତୋର ଦରଶନ

ଲୋଡ଼ାନାହିଁ ପ୍ରଭୁ ଯଶ ଆଉ ମାନ

ହୋ..କରୁଥିବି ନୀତି ତୋର ଦରଶନ

ଲୋଡ଼ାନାହିଁ ପ୍ରଭୁ ଯଶ ଆଉ ମାନ

ତୁଳସୀ ପତର କରିଦିଅ ପ୍ରଭୁ--୨

ତବ ସେବାରେ ଲାଗିବି

ହୋ ଓ..ତବ ସେବାରେ ଲାଗିବି

ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି

ଶ୍ରୀମନ୍ଦିରେ ଜଳୁଥିବି

ଆଖିଲୁହ ମୋର କରୁଛି ଅର୍ପଣ

ଭକତିକୁ ମୋର କର ହେ ଚନ୍ଦନ

ହୋ..ଆଖିଲୁହ ମୋର କରୁଛି ଅର୍ପଣ

ଭକତିକୁ ମୋର କର ହେ ଚନ୍ଦନ

ଫୁଲଟିଏ ମୋତେ କରିଦିଅ ପ୍ରଭୁ--୨

ପାଦତଳେ ରହିଥିବି

ହୋ ଓ..ପାଦତଳେ ରହିଥିବି

ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି

ତୋହରି ସେବାରେ ତୋ ସିଂଘ ଦୁଆରେ--୨

ଜଳି ଜଳି ସରିଯିବି

ହୋ ଓ..ଜଳି ଜଳି ସରିଯିବି

ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି

ଶ୍ରୀମନ୍ଦିରେ ଜଳୁଥିବି

ଶ୍ରୀମନ୍ଦିରେ ଜଳୁଥିବି

Еще от PRASANT-HAL-ODISHA

Смотреть всеlogo