menu-iconlogo
huatong
huatong
avatar

Kede sundara sate...Odia bhajan

PRASANT-HAL-ODISHAhuatong
richard.normandhuatong
Тексты
Записи
କେଡ଼େ ସୁନ୍ଦର ସତେ କାଳିଆର ନବ କଳେବର--୨

ମୁଣ୍ଡେ ଚନ୍ଦନ ଚିତା ଆଖି କହୁଛି କଥା

ଓଠ ବିକେ ଅମୃତ ହାତ ହୋଇଛି ଦାତା

ତାର ନବ ଯଉବନ କେଡ଼େ ମଞ୍ଜୁଳ

କେଡ଼େ ସୁନ୍ଦର ସତେ କାଳିଆର ନବ କଳେବର--୨

ଯୁଗକୁ ଯୁଗ ଭିନ୍ନ ଅବତାର

କଳିରେ ଏକ ରୂପ ବାର ବାର

ନରେନ୍ଦ୍ର ଜଳ ପରି ମନ ତାର

ଚହଲି ଯାଏ ଡାକ ଶୁଣି ତୋର

ପହଡ଼ ପଡେନା ଆଖି ଦୁଆରେ ତାର

ଦେଖିବାକୁ ଦୁଃଖୀ ଦୁଃଖ ଜଞ୍ଜାଳ

କେଡ଼େ ସୁନ୍ଦର ସତେ କାଳିଆର ନବ କଳେବର--୨

ଶଙ୍ଖ ଚକ୍ର ଗଦା ପଦ୍ମ ଧାରି ନିମ

ବଡ଼ ଦେଉଳରେ ହେଲା ଦାରୁବ୍ରହ୍ମ

ଶଙ୍ଖରେ ଶୁଭ ଶାନ୍ତି ନିରାମୟ

ଚକ୍ରରେ କରେ ପୁଣି ପାପ କ୍ଷୟ

ପଦ୍ମରେ ପବିତ୍ର ହୁଏ ସାରା ସଂସାର

ଗଦାରେ କରେ ଗର୍ବ ସଂହାର

କେଡ଼େ ସୁନ୍ଦର ସତେ କାଳିଆର ନବ କଳେବର

Еще от PRASANT-HAL-ODISHA

Смотреть всеlogo