menu-iconlogo
huatong
huatong
sanju-lovers-maruchi-to-pain-to-pageli-amrita-nayak-cover-image

Maruchi To Pain To Pageli-Amrita Nayak

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
Тексты
Записи
🎧RYAN🎧

Family- 👇

Sanju🥰🥰Lovers🥰🥰

Requested & Lyrics by👇

cutee voice👌

🎧NITU🎧

👍👍

ଭଲ ପାଇ.. ତୋତେ ମୁଁ ମନ ଦେଲି

ତୋ ପ୍ରେମକୁ ସାଥି ଭରସା କଲି

🍃✨🍃

🍂💔🍂

🍃✨🍃

ହୋ ..ଭଲ ପାଇ ତୋତେ ମୁଁ ମନ ଦେଲି

ତୋ ପ୍ରେମକୁ ସାଥି ଭରସା କଲି

ଭାଙ୍ଗି ଦେଇ ସବୁ ସପନ ମୋର🙍‍♀️

ମୋତେ ପର କରି ତୁ ଗଲୁ ଚାଲି

ବୁଝି ପାରୁନି.. ତ ତୋ ବିନାରେ ସାଥି

ମନେ ପଡ଼େ ତୋ କଥା.. ତୁ ଅଛୁ କଉଠି

କି ଖୁସି ତୁ ପାଉଛୁ ମୋ ମନ କୁ ଜାଳି

ମରୁଛି ତୋ ପାଇଁ ତ ପାଗେଳି..

କଉଠି ଅଛୁ ତୁ ଆରେ ଫେରି

ମରୁଛି ତୋ ପାଇଁ ତ ପାଗେଳି...

କଉଠି ଅଛୁ ତୁ ଆରେ ଫେରି...🙇‍♀️

🍃✨🍃

🍂💔🍂

🍃✨🍃

ତୁ ଥିଲୁ ମୋ ଦୁନିଆ.. ଥିଲୁ ଜୀବନ ମୋର

ମୋ ପ୍ରେମରେ ପାଗଳ.. ଥିଲା ହୃଦୟ ତୋର

କିଏ ହେଲା ତୋ ପାଇଁ.. ମୋ ଠୁ ବେଶି ନିଜର

କାହା ଇଶାରା ରେ ତୁ.. ମୋତେ କରିଲୁ ପର

ଥରେ କହିଦେ ସାଥି ତୋତେ ରାଣ ରେ ମୋର

କେବେ ଖୋଜିବି ନାହିଁ ମୋତେ ହୃଦୟ ତୋର

ଯେତେ ଚାହିଁଲେ ତୋତେ ମୁଁ ପାରୁନି ଭୁଲି

ମରୁଛି ତୋ ପାଇଁ ତ ପାଗେଳି..

କଉଠି ଅଛୁ ତୁ ଆରେ ଫେରି

ମରୁଛି ତୋ ପାଇଁ ତ ପାଗେଳି..

କଉଠି ଅଛୁ ତୁ ଆରେ ଫେରି..🙇‍♀️

🍃✨🍃

🍂💔🍂

🍃✨🍃

ମନେ ପଡୁଛି ବେଶି...ଆମ ପୁରୁଣା ଦିନ

ତୋ ପ୍ରେମକୁ ଖୋଜୁଛି...ସାଥି ମୋ ସ୍ପନ୍ଦନ

କଥା ଥିଲା ଦବୁ ତୁ.. ମୋ ସିନ୍ଥିରେ ସିନ୍ଦୁର

ଦେଇଗଲୁ ରେ ସାଥି.. ଲୁହ ଆଖିରେ ମୋର

ଆମ ପ୍ରେମ କାହାଣୀ ରହିଗଲା ଅଧାରେ

ହାତ ଛାଡ଼ି ଦେଲୁ ତୁ ସାଥି ଅଧା ବାଟରେ

କାହା ପ୍ରେମକୁ ପାଇ ତୁ ଗଲୁ ବଦଳି ...

ମରୁଛି ତୋ ପାଇଁ ତ ପାଗେଳି...

କଉଠି ଅଛୁ ତୁ ଆରେ ଫେରି

ମରୁଛି ତୋ ପାଇଁ ତ ପାଗେଳି...

କଉଠି ଅଛୁ ତୁ ଆରେ ଫେରି..🙇‍♀️

🥰THANK YOU🥰

💖GOD BLESS YOU💖

Еще от Sanju Lovers

Смотреть всеlogo

Тебе Может Понравиться