menu-iconlogo
huatong
huatong
subhalaxmi-dashshasank-sekhar-sei-jhiati-tu---chhuin-dei-kahuchha-cover-image

Sei Jhiati tu - Chhuin Dei kahuchha

Subhalaxmi Dash/Shasank Sekharhuatong
ℬℐЅᏇᎯᎫℐᏆhuatong
Тексты
Записи

ℬℐЅᏇᎯᎫℐᏆ

BISWA:MUSIC:CARE

(ପୁ)-ଛୁଇଁ ଦେଇ କହୁଚୁ ମତେ ଛୁଅଁନା

ଭଲ ପାଇ କହୁଚୁ ଭଲ ପାଅନା

ଅବୁଝା ମୋ ମନ କହେ ରାତିଦିନ

ଭଲ ପାଏ ଯାହାକୁ ମୁଁ ମୁଁ ମୁଁ'''''

ସେଇ ଝିଅ ଟି ତୁ

ସେଇ ଝିଅ ଟି ତୁ''''

ଝି-ଭୁଲିବାକୁ ଭାବୁଚି ଭୁଲି ପାରେନା

ଫେରିବାକୁ ଚାହୁଁଚି ଫେରି ପାରେନା

ଜାଣେ ମନ ମୋର କରି ସବୁ ପର

ଭଲ ପାଏ ଯାହାକୁ ମୁଁ ମୁଁ ମୁଁ''''''

ସେଇ ପୁଅ ଟି ତୁ

ସେଇ ପୁଅ ଟି ତୁ''''

SonG ARRANGEMENT BY-

ᴍᴀᴍᴛᴀ ᴍᴀᴍʟᴜ

SAI:SARGAM:FAMILY

ʟʀᴄ ʙ?-?

(ପୁ)-ତୁ ମାଗିଚୁ ହୃଦୟ ମତେ

ମୁଁ ଦେବି ଲୋ ଜୀବନ ତତେ

ତୁ ମାଗିଚୁ ସିନ୍ଦୁର ମତେ

ମୁଁ ଦେବି ଲୋ ରକତ ତତେ

ଝି-ରକତ ଯେବେ ଝରିବ ତୋର

ହବ ସେଦିନ ମରଣ ମୋର

ମରଣ ଶେଜ ଜୁଇରେ ଶୋଇ

ଚାହିଁ ଥିବି ମୁଁ ବାଟକୁ ତୋର

(ପୁ)-ଚାହିଁଦେଇ କହୁଚୁ ମତେ ଚାହଁନା

ଛାଡିଦେଇ କହୁଚୁ ଚାଲି ଯାଅନା

ଏଇ ଦୁନିଆରେ ଯାହା ବନ୍ଧନରେ

ବାନ୍ଧି ହେଇ ରହିଚି ମୁଁ ମୁଁ ମୁଁ'''''

ସେଇ ଝିଅ ଟି ତୁ

ସେଇ ଝିଅ ଟି ତୁ''''

SONG ARRANGEMENT BY-

ᴍᴀᴍᴛᴀ ᴍᴀᴍʟᴜ

SAI:SARGAM:FAMILY

ʟʀᴄ ʙy-ᴀ?

ଝି-ତୋ ହାତ ଧରି ହେବି ମୁଁ ପାରି

କଣ୍ଟାର ବାଟ ଲୁହର ନଈ

ମୋ ଠାରୁ କେହି ନେଲେ ଛଡେଇ

ପଣତରେ ତତେ ଦେବି ଲୁଚେଇ

(ପୁ)-ପଣତ ଯଦି ଜୀବଲୋ ଚିରି

କାହାଣୀ ଆମ ଯିବନି ସରି

କାହାଣୀ ଯେବେ ଜୀବଲୋ ସରି

ମୁଁ ଜଳିବି ତୋ ହାତ ଧରି

ଝି-ଜଳିବାକୁ ଚାହୁଁଚି ଜଳି ପାରେନା

ମରିବାକୁ ଚାହୁଁଚି ମରି ପାରେନା

ଯାହା ପାଇଁ ଆଜି ଘର ଟିଏ ଖୋଜି

ମନ୍ଦିର ଟେ ପାଇଚି ମୁଁ ମୁଁ ମୁଁ'''''

ସେଇ ପୁଅ ଟି ତୁ

ସେଇ ପୁଅ ଟି ତୁ''''

(ପୁ)-ସେଇ ଝିଅ ଟି ତୁ

ସେଇ ଝିଅ ଟି ତୁ

ЖЖସମାପ୍ତ ЖЖ

Еще от Subhalaxmi Dash/Shasank Sekhar

Смотреть всеlogo