menu-iconlogo
huatong
huatong
swayam-padhiaseema-pandaasad-nizampuspak-parida-thamija-samaya---from-guddu-gangster-cover-image

Thamija Samaya - From "Guddu Gangster"

Swayam padhi/Aseema Panda/Asad Nizam/Puspak Paridahuatong
netstrike4palestinehuatong
Тексты
Записи
ନିସାଗାରେ-ନିସାଧାନି-ସା

ନିସାଗାରେ-ନିସାଧାନି-ସା

ନିସା-ଗାପା-ମାପା-ମାପା, ଗାପା-ମାପା-ମାପା

ରେପାମାଗା-ରେଗା-ରେସା

କହିଦେ ରେ କହିଦେ

ଓଠ ଖୋଲି କହିଦେ

ଯାହା ତୋ ମନରେ ଅଛି

ଛୁଇଁନ୍ଦେ ରେ ଛୁଇଁଦେ

ବାହାନାରେ ଛୁଇଁଦେ

ଆଉ ମୁଁ ପାରୁନି ଲୁଚି

ମନ ଏ ଆଇନା

ତୋ ମୁହଁ ପାଏନା

ଭିଡ଼ରେ ମୋଡରେ ଆନମନା ହେଇ ଖୋଜେ ତୋ ଦେହ-ବାସ୍ନା

ଜାଣି-ଜାଣି ତୁ ଥରୁଟେ ଛୁଇଁଯା

ଛାଇ ପରି ମୋ ପାଖରେ ରହିଯା

ଗହଳ ଚହଳ ପ୍ରେମର ମଉଜା

ଥମିଯା

ଥମିଯା

ସମୟ ଥମିଯା

ଥମିଯା

ଥମିଯା

ଥମିଯା

ସମୟ ଥମିଯା

ଥମିଯା

ଚେହେରାରେ ଲୁଚିଯାଏ ସତ ପରିଚୟ

ଖୋଜିହୁଏ ଯାହାକୁ ମୁଁ, ତୁ ସିଏ ନୁହଁ

କିଛିଲାଗେ ସତ ପୁଣି କିଛି ଅଭିନୟ

ଆଖି ବୁଜି ଦେଖିପାରୁ ମୋ ଚିହ୍ନା ମୁହଁ

ଛଳନାର ସେ ପରଦା ପଛରେ

ଲୁଚି ରହନା ଆଉ ତୁ ମିଛରେ

ହେଇ ମୁଁ ଯାଏରେ ଅଲୋଡ଼ା, ଆଖୋଜା

ଥମିଯା

ଥମିଯା

ସମୟ ଥମିଯା

ଥମିଯା

ଥମିଯା

ଥମିଯା

ସମୟ ଥମିଯା

ଥମିଯା

ହଁ, ଯେତେ ମୋର ଗତିବିଧି

ତୁ ନେ ଠଉରେଇ

ଜାଣିଯିବୁ ଥିଲି ଥିବି ମୁଁ ତୋ ପାଇଁ

ଓଠରେ ମୋ ଫୁଟିଛି ଏ ଧାରି ହସ ହେଇ

ଚିହ୍ନିଲେ ବି ତାକୁ କାଇଁ ଚିହ୍ନି ପାରେ ନାହିଁ?

ତୋଠି ସରେ ପହିଲି ନଜର

ତୁ ମୋ ଶେଷ ଅଲିଭା ଅକ୍ଷର

ନିଜକୁ ଥରୁଟେ ନିଜେ ତୁ ପଢ଼ିଯା

ଥମିଯା

ଥମିଯା

ସମୟ ଥମିଯା

ଥମିଯା

ଥମିଯା

ଥମିଯା

ସମୟ ଥମିଯା

ଥମିଯା

Еще от Swayam padhi/Aseema Panda/Asad Nizam/Puspak Parida

Смотреть всеlogo