menu-iconlogo
huatong
huatong
tarique-aziz-suna-pila-tike-screw-dhila---title-song-cover-image

Suna Pila Tike Screw Dhila - Title Song

Tarique Azizhuatong
Загружено Clashing🎹Keys🎶
ଢିକାଚୁ

ହବୁଲୋ ହବୁଲୋ

ଯେତେ ତୋର ହୋଶ୍ ଉଡ଼େଇ ଜମ୍ପ କରି ନକ୍କ କଲୁ

ବଜେଇଲୁ ବେଲ୍ ସବୁଥର ଫେଲ୍ ..... ....

ଛାଡ୍ ପେଣ୍ଡୁ ଲକ୍ ସାଣ୍ଡୁ ଫୁଲ୍ ନାଣ୍ଡୁ ଥୁକ୍ ତାଣ୍ଡୁ

ଗୋ ଟୁ ହେଲ୍ ଝାରପଡ଼ା ଜେଲ୍ ...

ଆମେ ଦିନରେ ହାପୁସ୍ ଥିଲୁ ଯେବେ ରାତିରେ ତେଲ ନେଲୁ

ନୋକେ କହିଲେ ତିନି ପାଞ୍ଜୀରୁ ଗଲ

ଯିଏ ଯେତେ ମୋଡ଼ି ମାଡ଼ି ହଉ ଆମେ ସୁଧୁରିବୁନି ଆଉ

ବୁରି ନଜର ବାଲେ ମୁଁହ୍ କାଲା କୁ କୁ କୁ କୁ

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃ ଢିଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି..ଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃ ଢିଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି...ଲା

ଆରେ ଲଭ୍ ଫଭ୍ ମାର୍ ଗୁଲି ରଙ୍ଗିଲା ଆମ ସିଜିନି

କେତେବେଳେ ଦେବଦାସ୍ କେତେବେଳେ ଘଜନୀ

ଆରେ କୋଉ ସୁନ୍ଦରୀ ଛାଇ ହେଲେ ଆମ ଦେହରେ ବାଜିନି

ଏମିତି ମାଣ୍ଡୁ ନାହିଁ ଯିଏ ଡ୍ରିମ୍ ଆମର ଦେଖୁନି

ଯିଏ ହଉ ବୈଜୟନ୍ତିମାଲା କି ଝଲମଲ ମଧୁବାଲା

ଆରେ ଆମର ମଣି କି'ଅଣ ଗଲା

ଶୁଣ ଯେକକ ଚିକଣି ଲୈଲା ତମେ ଦେଖାନାହିଁ ରସଗୋଲା

ଆମ ଜିଭ ହଲହଲ ହବନି ପରା ବୁ ଉ ଉ ଉ ଉ

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢିଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି..ଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି...ଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି...ଲା

ମାଲ୍ ମହୁ ଜୀବନ ମାଟି ଲାଇଫ୍ ଆମ ଲଫଡ଼ା

ଯୁଆଡ଼େ ଗଲେ ହସେ ଦାରୁ କାନ୍ଦେ ଖାଲି କୁକୁଡ଼ା କୁକୁଡୁ କୁକୁ

ଆରେ ମାର୍କେଟର ଫଣ୍ଡା ଏଠି ଶୁଣ୍ ଆରେ ଶଙ୍କରା

ଜୋହେ ନାମ୍ ବାଲା ୱହି ବଦନାମିଆ ଛୋକରା .... ....

ଯିଏ ଦର୍ଶନ ଆମକୁ ଦେଲା ସିଏ ଫୁଲ୍ ଟିଉସନ ହେଲା

ଆରେ ଜାଣିଲା ତାର ବ୍ୟାଣ୍ଡ୍ ବାଜିଲା

ମିଛେ ଦେଖୋଉନୁ ଆମେ ଶୋଉ ଯିଏ ଜାହା କହୁ ଆମ ଢୋଓ

ୟେ ଆପୁନକା ତୋ ସ୍ଟାଇଲ୍ ସାଲା ଢିଚ୍ କ୍ୟୁଁ ଢିଚ୍କ୍ୟୁଁ

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢିଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି..ଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢିଲା

ସୁନା ପିଲା ସୁନା ପିଲା ହେଲେ ଟିକେ ସ୍କୃଢି...ଲା

ଆଉଁ ଆଉଁ ଆଉଁ ଆଉଁ

Song – Suna Pila Tike Screw Dhila, Singers – Tarique Aziz, Music – Abhijit Majumdar, Lyrics – Nirmal Nayak

Записи

Тебе Может Понравиться

Ещёlogo

Похожие плейлисты

Ещёlogo