menu-iconlogo
huatong
huatong
avatar

Nayee E Kule Mo Ghara

Chitta Jenahuatong
Clashing🎹Keys🎶huatong
เนื้อเพลง
บันทึก
ଓ. . . . ନଈ ଏ କୁଳେ ମୋ ଘର

ନଈ ସେ କୁଳେ ତା ଘର

ଘାଟ ପାରି... ହେଲାବେଳେ ନିତି ମିଳେ ପ୍ରିୟା ମୋର

ଓ... ହୋଓ ଓ... ନଈ ଏ କୁଳେ ମୋ ଘର

ହାତେ ଧରି ଶଙ୍ଖା ଚୂଡ଼ି ଶଙ୍ଖାରି ସାଜିଗଲି

ଶଙ୍ଖା ନିଅ ଚୂଡ଼ି ନିଅ ବୋଲି ମୁଁ ଡାକଦେଲି

ଶୁଣି ମୋର ଡାକ ସିଏ ଆସିଲା ମୋ ପାଖକୁ..

ମୁରୁକି ସେ ହସିଦେଲା ଚାହିିଁକି ମୋ ମୁହଁକୁ

କହିଲା ଆରେ ଶଙ୍ଗାରି କଣ୍ଟ ନେଇଯା ଆଣିବୁ ଚୂଡ଼ି

ସେ ଚୂଡ଼ିରେ ଲେଖାଥିବା ନାଁ ତୋର...ହୋ...

ହାତେ ଧରି ଭିକ୍ଷ୍ୟା ଥାଳି ଯୋଗୀ ମୁଁ ସାଜିଗଲି...

ଭିକ୍ଷ୍ୟା ଦିଅ ଭିକ୍ଷ୍ୟା ଦିଅ ବୋଲି ମୁଁ ଡାକ ଦେଲି

ଶୁଣି ମୋର ଡାକ ସିଏ ଆସିଲା ମୋ ପାଖକୁ

ମୁରୁକି ସେ ହସିଦେଲା ଚାହିିଁକି ମୋ ମୁହଁକୁ

ଭିକ୍ଷ୍ୟା ବୋଲି ସେ କହି ଚିଠିଟିଏ ଦେଲା ଥୋଇ

ସେ ଚିଠିରେ ଥିଲା ମୁଁ ତୋର... ଓ

ହୋ.ହୋ.. ନଈ ଏ କୁଳେ ମୋ ଘର ...ହୋ

ନଈ ସେ କୁଳେ ତା ଘର..

ଘାଟପାରି ହେଲାବେଳେ ନିତି ମିଳେ ପ୍ରିୟା ମୋର

ହୋ..ଓ ଓ ନଈ ଏ କୁଳେ ମୋ ଘର ...

Track Requested by My Beloved Bro Bhawani85

เพิ่มเติมจาก Chitta Jena

ดูทั้งหมดlogo