menu-iconlogo
huatong
huatong
human-sagar-niswasa-mora-cover-image

Niswasa Mora

Human Sagarhuatong
rsluijterhuatong
เนื้อเพลง
บันทึก
ଏ ମନ କହେ ଧୀରେ ଧୀରେ

ତୁ ମୋର ଏଇ ଜନମ ରେ

ଋତୁ ଆସି ଋତୁ ପୁଣି ଫେରେ

ରହି ଥିବୁ ଏଇ ହୃଦୟ ରେ

ନିଶ୍ୱାସ ମୋର କହେ ବାର ବାର

ତୋ ବିନା ମୁଁ ନୁହେ ମୁଁ

ତୁ ହେଲେ ଆଖି ମୁଁ ଟୋପେ ଲୁହ

ଆଖି ବିନା ଲୁହ କିବା ଝରେ

ଏ ମନ କହେ ଧୀରେ ଧୀରେ

ତୁ ମୋର ଏଇ ଜନମ ରେ

ଋତୁ ଆସି ଋତୁ ପୁଣି ଫେରେ

ରହି ଥିବୁ ଏଇ ହୃଦୟ ରେ

ଡାକୁଛି ହାତ ଠାରି

ଲୁଚି ଲୁଚି କେବେ ଆସି

ମନ ମୋ କଲୁ ଚୋରି

ତୋ ଦୁଇ ଆଖି ସତେ ଯେମିତି

ଡାକୁଛି ହାତ ଠାରି

ଲୁଚି ଲୁଚି କେବେ ଆସି

ମନ ମୋ କଲୁ ଚୋରି

ଓଠ ଖୋଲି କହି ଦେ ତୁ ଥରେ

ରହିଥିବୁ ଏଇ ମନ ଘରେ

ଏ ମନ କହେ ଧୀରେ ଧୀରେ

ତୁ ମୋର ଏଇ ଜନମ ରେ~~`

ତୁ ମୋର ଦେହ ମୁଁ ତୋର ଛାଇ

ଯଂଇବା ସାଥି ହେଇ

ଏଇ ମିଳନ ନ ହେଲେ ଆମ

ମାରିବା ସାଥି ହେଇ

ତୁ ମୋର ଦେହ ମୁଁ ତୋର ଛାଇ

ଯଂଇବା ସାଥି ହେଇ~~

ଏଇ ମିଳନ ନ ହେଲେ ଆମ

ମାରିବା ସାଥି ହେଇ

ଭାଗ୍ୟ ମୋର ଭାଗ ହେଲା ପରେ ~~~

ତୁ ଆସିଲୁ ଏଇ ଜୀବନ ରେ ~~

ଏ ମନ କହେ ଧୀରେ ଧୀରେ ~~

ତୁ ମୋର ଏଇ ଜନମ ରେ~~

ନିଶ୍ୱାସ ମୋର କହେ ବାର ବାର

ତୋ ବିନା ମୁଁ ନୁହେ ମୁଁ

ତୁ ହେଲେ ଆଖି ମୁଁ ଟୋପେ ଲୁହ

ଆଖି ବିନା ଲୁହ କିବା ଝରେ

ଏ ମନ କହେ ଧୀରେ ଧୀରେ

ତୁ ମୋର ଏଇ ଜନମ ରେ

ଋତୁ ଆସି ଋତୁ ପୁଣି ଫେରେ

ରହି ଥିବୁ ଏଇ ହୃଦୟ ରେ

เพิ่มเติมจาก Human Sagar

ดูทั้งหมดlogo