menu-iconlogo
huatong
huatong
humane-sagarprem-anandarun-mantridiptirekha-padhi-mu-tate-bhala-paye-ki---from-toro-moro-katti-cover-image

Mu Tate Bhala Paye Ki - From "Toro Moro Katti"

Humane sagar/Prem Anand/Arun Mantri/Diptirekha Padhihuatong
murrayarchuatong
เนื้อเพลง
บันทึก
ତୁ ଥିଲେ ସାମ୍ନାରେ ମୋ ଚାରିପଟରେ

ଆଉ କିଏ ଅଛି ଆଜି, କାଲି ବୋଲି ଭୁଲିଯାଏ ମୁଁ

ତୁ ମତେ ଡ଼ାକିଲେ, କୁଆଡେ ନବୁରେ

ନ ପଚାରି ତୋ ସାଥିରେ ସେ ବାଟରେ ଚାଲିଯାଏ ମୁଁ

ଚାଲିଗଲେ ଦୂରେ, ଭଲ ଲାଗେନାରେ

ତୋ କଥା ଏତେ ବେଶୀ ମନେ ପଡେ କାହିଁକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ଘରୁ ବାହାରିଲେ ତୋ ଗଳିଆଡ଼େ

ଚାଲିଯାଏ ମୁଁ ଯେ ଅନ୍ୟମନସ୍କରେ

କେହି ଯଦି ଆସି ଏ ମନ ପଚାରେ

ନାଆଁ ତୋର କହେ ଅନ୍ୟମନସ୍କରେ

ଅନ୍ୟମନସ୍କରେ, ତୋ କଥା ଭାବିଲେ

ସେ ଭାବନା ଲମ୍ବି-ଲମ୍ବି ଯାଉଥାଏ କାହିଁକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ସକାଳୁ ଉଠିଲେ ଆଇନା ଆଗରେ

ତୋ କଥା ହୁଏ ଭାବପ୍ରବଣରେ

କହିବାକୁ ଯାହା ଭାବିଥାଏ ତତେ

ଦେଖା ହେଲେ ଭୁଲେ ଭାବପ୍ରବଣରେ

ତୋର ମୋର କଥା, ଭାବପ୍ରବଣତା

ଆଜିଠୁ ଆମେ ଏତେ ବେଶୀ ମିଶିଯାଏ କାହିଁକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

ମୁଁ ତତେ ହଁ ତତେ, ହଁ ତତେ, ଭଲ ପାଏକି?

เพิ่มเติมจาก Humane sagar/Prem Anand/Arun Mantri/Diptirekha Padhi

ดูทั้งหมดlogo