menu-iconlogo
huatong
huatong
avatar

Chalu Chalu Mun Jebe Bhul Bate Jae

Kumar Bapihuatong
sri_ganesha007huatong
เนื้อเพลง
บันทึก
ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ତୁମ ବିନା ପ୍ରଭୁ କ୍ଷମା ଦବ କିଏ

ତୁମ ବିନା ପ୍ରଭୁ କ୍ଷମା ଦବ କିଏ

ହଁ ତୁମେ ତ କ୍ଷମାର ସାଗରଟିଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ନଈ ପାଣି ଗୋଳିଆ ହେଲେ ସାଗର କି ନିଏନା

ଭୁଲ ବାଟେ ଚାଲିବା ପାଦ ଶ୍ରୀକ୍ଷେତ୍ର କି ଯାଏନା

Music

ହୋ ନଈ ପାଣି ଗୋଳିଆ ହେଲେ ସାଗର କି ନିଏନା

ଭୁଲ ବାଟେ ଚାଲିବା ପାଦ ଶ୍ରୀକ୍ଷେତ୍ର କି ଯାଏନା

ଏଇ କଥା ମୁଁ ଯେବେ ଠିକ୍ ଭାବୁଥାଏ

ଏଇ କଥା ମୁଁ ଯେବେ ଠିକ୍ ଭାବୁଥାଏ

ତୁମ ଦରଶନ ମୋତେ ଦୂର ନୁହେଁ...

ତୁମ ଦରଶନ ମୋତେ ଦୂର ନୁହେଁ

ହଁ ତୁମରି ଡୋରିତ ପୁରୀକୁ ନିଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ତୁମ ପରି ଦରଦୀ ଜଣେ ବେଦରଦି ହବକି

ପତିତକୁ ପତିତନାଥ ପର କରି ଦବକି

Music

ହଁ ତୁମ ପରି ଦରଦୀ ଜଣେ ବେଦରଦି ହବକି

ପତିତକୁ ପତିତନାଥ ପର କରି ଦବକି

ଡାକି ଡାକି ମୁଁ ଯେବେ ଚୁପ୍ ହେଇଯାଏ

ଡାକି ଡାକି ମୁଁ ଯେବେ ଚୁପ୍ ହେଇଯାଏ

ତୁମ ଗମ୍ଭୀରାରେ ପ୍ରତିଧ୍ୱନୀ ହୁଏ

ତୁମ ଗମ୍ଭୀରାରେ ପ୍ରତିଧ୍ୱନୀ ହୁଏ

ହଁ ତୁମ ମୋ ଭିତରେ ସମ୍ପର୍କ ଇଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

ଚାଲୁ ଚାଲୁ ମୁଁ ଯେବେ ଭୁଲ ବାଟେ ଯାଏ

เพิ่มเติมจาก Kumar Bapi

ดูทั้งหมดlogo