menu-iconlogo
huatong
huatong
namita-agrawal-bom-bom-bhola-arabinda-muduliodia-hq-bhajan-song-cover-image

Bom Bom Bhola (Arabinda Muduli)Odia HQ Bhajan Song

Namita Agrawalhuatong
༺❂🎸𝑩𝑨𝑫𝑨𝑳🎸❂༻꧁𝙱𝙼𝙲꧂huatong
เนื้อเพลง
บันทึก
ଓମ୍ ନମଃ ଶିବାୟ...(3)

UPLOADING BY:-

༺ BADAL ༻꧁BMC꧂

༺BADAL MUSIC CARE༻

ROOM ID:-470457,

ବମ୍ ବମ୍ ଭୋଳା ଡମ୍ ଡମ୍ ଭୋଳା

:

ବମ୍ ବମ୍ ଭୋଳା ଡମ୍ ଡମ୍ ଭୋଳା

ଗରଳ ଗିଳା ତୁ ଭୋଳା......

ଭବସାଗରେ ମୁଁ ଭାସିଯାଉଛିରେ (2)

ପାରିକରିଦେ ମୋ ଭେଳା ବାବା

ପାରିକରିଦେ ମୋ ଭେଳା

ବମ୍ ବମ୍ ଭୋଳା ଡମ୍ ଡମ୍ ଭୋଳା (2)

Lyrics Written By:-

༺ Gudiya ༻꧁BMC꧂

༺BADAL MUSIC CARE༻

ROOM ID:-470457,

ଗୟସ ଦୁଦୁରା ମଣ୍ଡିତ ଶରୀର

ଗଳାରେ ଲମ୍ବିଛି ସର୍ପ ହୋଇ ହାର

:

ଗୟସ ଦୁଦୁରା ମଣ୍ଡିତ ଶରୀର

ଗଳାରେ ଲମ୍ବିଛି ସର୍ପ ହୋଇ ହାର

ବାମ ଅଙ୍ଗେ ରଙ୍ଗେ ସଜେ ଜଗଦମ୍ବା

ଜଟାରୁ ଝରୁଛି କରୁଣାର ଗଙ୍ଗା

ଭୂତ୍ ପ୍ରେତ ଆଉ ପିଶାଚ ଯୋଗିନୀ

:

ଭୂତ୍ ପ୍ରେତ ଆଉ ପିଶାଚ ଯୋଗିନୀ

କରନ୍ତି ତୋ ପଦେ ଖେଳା....

ଭାବସାଗରେ ମୁଁ ଭାସିଯାଉଛିରେ (2)

ପାରିକରିଦେ ମୋ ଭେଳା ବାବା

ପାରିକରିଦେ ମୋ ଭେଳା

ବମ୍ ବମ୍ ଭୋଳା ଡମ୍ ଡମ୍ ଭୋଳା (2)

UPLOADING BY:-

༺ BADAL ༻꧁BMC꧂

༺BADAL MUSIC CARE༻

ROOM ID:-470457,

ଭୂଜଙ୍ଗ ଭୂଷଣ ଦୂରିତ ହାରଣ

ତ୍ରିଶୁଳ ଧାରଣ ଦୁଃଖ ନିବାରଣ

:

ଭୂଜଙ୍ଗ ଭୂଷଣ ଦୂରିତ ହାରଣ

ତ୍ରିଶୁଳ ଧାରଣ ଦୁଃଖ ନିବାରଣ

ତୁଟିରେ ତୁ ତୋଷ ଗାଳିରେ ତୁତୋଷ

ସେଥିପାଇଁ ତୋର ନାମ ଆଶୁତୋଷ

ପଡ଼ିଛି ପ୍ରଭୁ ହେ ବଡ଼ ସଂକଟରେ

:

ପଡ଼ିଛି ପ୍ରଭୁ ହେ ବଡ଼ ସଂକଟରେ

କରିବୁ ନାହିଁରେ ହେଳା....

ଭବସାଗରେ ମୁଁ ଭାସିଯାଉଛିରେ (2)

ପାରିକରିଦେ ମୋ ଭେଳା ବାବା

ପାରିକରିଦେ ମୋ ଭେଳା

ବମ୍ ବମ୍ ଭୋଳା ଡମ୍ ଡମ୍ ଭୋଳା (2)

ଗରଳ ଗିଳା ତୁ ଭୋଳା....

ଭବସାଗରେ ମୁଁ ଭାସିଯାଉଛିରେ (2)

ପାରିକରିଦେ ମୋ ଭେଳା ବାବା

ପାରିକରିଦେ ମୋ ଭେଳା

ବମ୍ ବମ୍ ଭୋଳା ଡମ୍ ଡମ୍ ଭୋଳା

ଗରଳ ଗିଳା ତୁ ଭୋଳା....

ଭବସାଗରେ ମୁଁ ଭାସିଯାଉଛିରେ (2)

ପାରିକରିଦେ ମୋ ଭେଳା ବାବା

ପାରିକରିଦେ ମୋ ଭେଳା

ବାବା ପାରିକରିଦେ ମୋ ଭେଳା

ବାବା ପାରିକରିଦେ ମୋ ଭେଳା

Lyrics Written By:-

༺ Gudiya ༻꧁BMC꧂

༺BADAL MUSIC CARE༻

ROOM ID:-470457,

เพิ่มเติมจาก Namita Agrawal

ดูทั้งหมดlogo