AN EXCLUSIVE HQ CLEAN TRACK UPLOAD BY ଓଡ଼ିଆ ଭକ୍ତି ପରିବାର 
କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
କଳା କାହ୍ନୁ ର କଥା ମିଠା ମିଠା 
କଳା କାହ୍ନୁ ର କଥା ମିଠା ମିଠା.... 
କଳା ମାଣିକ ର ପ୍ରୀତି  ମିଠା ମିଠା..... 
କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
ହୋ ଓଓ କଳା କୋଇଲି ର କୁହୁ ମିଠା ମିଠା.... 
🙏🌹JAGANNATH 🛐PREMI 🌹🙏 
Room id 171653 
Time 9.00am 
ମିଠା ତା ଚାହାଣି. 
ମିଠା ତା କାହାଣୀ. 
ମିଠା ତା ଯମୁନା ଜଳ 
ମିଠା ଲାଗେ କେଳି କଦମ୍ବ ମୂଳେ ଲୋ. 
ତା ମୋହନ ବଂଶୀ ସ୍ଵର 
ମିଠା ତା ଚାହାଣି. 
ମିଠା ତା କାହାଣୀ. 
ମିଠା ତା ଯମୁନା ଜଳ 
ମିଠା ଲାଗେ କେଳି କଦମ୍ବ ମୂଳେ ଲୋ. 
ତା ମୋହନ ବଂଶୀ ସ୍ଵର 
ମିଠା ଲାଗେ ତାର ପୁରାଣ ପୋଥି ଲୋ 
ମିଠା ଲାଗେ ତାର ପୁରାଣ ପୋଥି ଲୋ.. 
ମିଠା ଭାଗବତ ଗୀତା ଆ ଆ ଆ ଆ.... 
କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
ହୋ ଓଓ କଳା କୋଇଲି ର କୁହୁ ମିଠା ମିଠା.... 
Song upload by laxman 
LYRICS - Kshemankari 
🙏 🌹 JAGANNATH 🛐 PREMI 🌹 🙏 
ମିଠା ଗୋପୀ ବାଳା.. 
ମିଠା ନନ୍ଦ ବଳା... 
ମିଠା ସେ ରାଧା ର ପ୍ରେମ 
ମିଠା ତା ପରଶ.... 
ମିଠା ତା ସୁବାସ . 
ମିଠା ତାର ସୁନାବେଶ 
ମିଠା ଗୋପୀ ବାଳା.. 
ମିଠା ନନ୍ଦ ବଳା... 
ମିଠା ସେ ରାଧା ର ପ୍ରେମ 
ମିଠା ତା ପରଶ.... 
ମିଠା ତା ସୁବାସ . 
ମିଠା ତାର ସୁନାବେଶ 
ମିଠା ଲାଗେ କୁଞ୍ଜ ଗୋପ ବୃନ୍ଦାବନ. 
ମିଠା ଲାଗେ କୁଞ୍ଜ ଗୋପ ବୃନ୍ଦାବନ. 
ମିଠା ତାର ରାସ ଲୀଳା.. ଆ ଆ ଆ... 
କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
ହୋ.. କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
କଳା କାହ୍ନୁ ର କଥା ମିଠା ମିଠା 
କଳା କାହ୍ନୁ ର କଥା ମିଠା ମିଠା.... 
କଳା ମାଣିକ ର ପ୍ରୀତି  ମିଠା ମିଠା..... 
କଳା କୋଇଲି ର କୁହୁ ମିଠା ମିଠା. 
ଝରା ବଉଳର ମହୁ ମିଠା ମିଠା. 
ହୋ ଓଓ କଳା କୋଇଲି ର କୁହୁ ମିଠା ମିଠା.... 
ମିଠା ମିଠା 
ମିଠା ମିଠା 
ମିଠା ମିଠା