menu-iconlogo
huatong
huatong
avatar

TATE MISS KARUCHHEN BARAMBAR

Ruku Suna/Ira Mohantyhuatong
เนื้อเพลง
บันทึก
ମେଲୋଡିଅସ୍ ଅର୍ଜୁନ ଟ୍ରାକ ୱାର୍ଲ୍ଡ

(ସୁନ୍ଦର ସୁନ୍ଦର ଗୀତ ଟ୍ରାକର ଭେଟି)

(ମେଲୋଡିଅସ୍ ଅର୍ଜୁନ ମ୍ୟୁଜିକ୍ ହିଟିସ୍)

ପୁ-ଆଜି ଭେଟ୍ ପଡିମି କାଲି ଭେଟ୍ ପଡିମି

ମୋର୍ ସୁନୁକୁ ସୁନା ବାବୁ ସିଓର ଦେଖା କରିମି

ହୋଓ ଆଜି ଭେଟ୍ ପଡିମି କାଲି ଭେଟ୍ ପଡିମି

ମୋର୍ ସୁନୁକୁ ସୁନା ବାବୁ ସିଓର ଦେଖା କରିମି

ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନେତେଜାର୍

ଏ ମୋର୍ କୁଲିଫି ରାନୀ ଚକୋବାର

ତତେ ମିସ୍ କରୁଛେ ବାରମ୍ବାର

ଏ ମୋର୍ କୁଲିଫି ରାନୀ ଚକୋବାର

ତତେ ମିସ୍ କରୁଛେ ବାରମ୍ବାର

ଝି-ଘୁସା କଲେ କାଇଁ କରିମି କାନ୍ଦି ଦେରେ ଯେତେ

ଟାଇମ୍ ନାଇଁ ମିଲୁଛେ ଭେଟ୍ ହେବାକେ ମତେ

ହେଲେ ଅବୁଝା କାଇଁ କରିମି ଧରିକାମ ଯେତେ

କେତେ ବେଲେ କରିମି ଆଉ ପ୍ୟାର

ତୁଇ ମୋର୍ ଲାଇଫି ବୟ ଡ୍ରିମ୍ ବୟ

ତତେ ମିସ୍ କରୁଛେ ବାରମ୍ବାର

ତୁଇ ମୋର୍ ଲାଇଫି ବୟ ଡ୍ରିମ୍ ବୟ

ତତେ ମିସ୍ କରୁଛେ ବାରମ୍ବାର

ମେଲୋଡିଅସ୍ ଅର୍ଜୁନ ଟ୍ରାକ ୱାର୍ଲ୍ଡ

(ସୁନ୍ଦର ସୁନ୍ଦର ଗୀତ ଟ୍ରାକର ଭେଟି)

(ମେଲୋଡିଅସ୍ ଅର୍ଜୁନ ମ୍ୟୁଜିକ୍ ହିଟିସ୍)

ପୁ-ରହି ନାହିଁ ହେଉଛେ ନାଇଁ ବୁଝେ ମୋର ମନ

ତତେ ଟିକେ ଦେଖେଲେ କଥା ପଦେ ହେଲେ

ମତେ ଖୁସି ଲାଗେ ହାଏରେ ଧନ ଖୁସି ମତେ ଲାଗେ ଧନ

ହୋଓ ରହି ନାହିଁ ହେଉଛେ ନାଇଁ ବୁଝେ ମୋର ମନ

ତତେ ଟିକେ ଦେଖେଲେ କଥା ପଦେ ହେଲେ

ମତେ ଖୁସି ଲାଗେ ହାଏରେ ଧନ ଖୁସି ମତେ ଲାଗେ ଧନ

ଝି-ବୁଝି ମୁଇଁ ପାରୁଛେ ସବୁକଥା ଧନ

ତତେ ଦେଖା କରିତି କଥା ପଦେ ହେତି

ତତେ ଖୋଜେଇ ମୋର୍ ମନ ତତେ ଖୋଜେଇ ମନ

ପୁ-ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନେତେଜାର୍

ଏ ମୋର୍ କୁଲିଫି ରାନୀ ଚକୋବାର

ତତେ ମିସ୍ କରୁଛେ ବାରମ୍ବାର

ଝି-ତୁଇ ମୋର୍ ଲାଇଫି ବୟ ଡ୍ରିମ୍ ବୟ

ତତେ ମିସ୍ କରୁଛେ ବାରମ୍ବାର

ମେଲୋଡିଅସ୍ ଅର୍ଜୁନ ଟ୍ରାକ ୱାର୍ଲ୍ଡ

(ସୁନ୍ଦର ସୁନ୍ଦର ଗୀତ ଟ୍ରାକର ଭେଟି)

(ମେଲୋଡିଅସ୍ ଅର୍ଜୁନ ମ୍ୟୁଜିକ୍ ହିଟିସ୍)

ଝି-ଦେଇଛୁ ମହନୀ ହେଇଛେ ଦିବାନୀ

ତତେ ଭୁଲି କରି ସାଙ୍ଗର ଜୁଲି

କେନ୍ତା ମୁଇଁ ରହି ପାରିମି ତୁଇ କହ କେନ୍ତା ରହିମି

ଦେଇଛୁ ମହନୀ ହେଇଛେ ଦିବାନୀ

ତତେ ଭୁଲି କରି ସାଙ୍ଗର ଜୁଲି

କେନ୍ତା ମୁଇଁ ରହି ପାରିମି ତୁଇ କହ କେନ୍ତା ରହିମି

ପୁ-ଯଦି ଭଲ ପାଏସୁ କାହିଁ ଜାଲି ମାରସୁ

ଦିବାନା ତୋର୍ ମୁଇଁ ହାଏରେ ଚାନ୍ଦମୁହିଁ

ମନକେ ମୋର୍ ଭାଙ୍ଗି ଦେସୁ ଆଏବି କହି ନେହି ଆଏସୁ

ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନେତେଜାର୍

ଏ ମୋର୍ କୁଲିଫି ରାନୀ ଚକୋବାର

ତତେ ମିସ୍ କରୁଛେ ବାରମ୍ବାର

ଝି-ତୁଇ ମୋର୍ ଲାଇଫି ବୟ ଡ୍ରିମ୍ ବୟ

ତତେ ମିସ୍ କରୁଛେ ବାରମ୍ବାର

ପୁ-ହାଁ ହାଁ ଏ ମୋର୍ କୁଲିଫି ରାନୀ ଚକୋବାର

ତତେ ମିସ୍ କରୁଛେ ବାରମ୍ବାର

ଝି-ତୁଇ ମୋର୍ ଲାଇଫି ବୟ ଡ୍ରିମ୍ ବୟ

ତତେ ମିସ୍ କରୁଛେ ବାରମ୍ବାର

ନୂତନ ଗୀତର ସନ୍ଧାନରେ ମେଲୋଡିଅସ୍(ଅର୍ଜୁନ)

ମେଲୋଡିଅସ୍(ଅର୍ଜୁନ) ,7978249813

?ଜୟ ଜଗନ୍ନାଥ ?ଜୟ ମା' ମଙ୍ଗଳା ?

เพิ่มเติมจาก Ruku Suna/Ira Mohanty

ดูทั้งหมดlogo
TATE MISS KARUCHHEN BARAMBAR โดย Ruku Suna/Ira Mohanty – เนื้อเพลง & คัฟเวอร์