menu-iconlogo
huatong
huatong
satyajeet-pradhan-chandramalli-hase-cover-image

Chandramalli Hase

Satyajeet Pradhanhuatong
stevegynthuatong
เนื้อเพลง
บันทึก
ଚନ୍ଦ୍ରମଲ୍ଲି ହସେ ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା ହାଏ, ରକ୍ତଯବା ଫୁଟେ

ଚୁକ୍ତି କରି ବସେ, ଚୁକ୍ତି କରି ହସେ

ଚୁକ୍ତି କରି ଅଜାଣତେ ମୋତେ ଭଲପାଇ ବସେ

ଚନ୍ଦ୍ରମଲ୍ଲି ହସେ ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା ହାଏ, ରକ୍ତଯବା ଫୁଟେ

(ଚନ୍ଦ୍ରମଲ୍ଲି, ହୋ-ଓ)

ଜ୍ୟୋସ୍ନା ରଙ୍ଗ ଶାଢ଼ୀ, ଆହା ହାସ୍ନା ହେନା ଦେହେ

ତୃଷ୍ଣାତୁର ମନେ ମୋର, ବାସ୍ନା ଭରିଦିଏ

ଜ୍ୟୋସ୍ନା ରଙ୍ଗ ଶାଢ଼ୀ, ଆହା ହାସ୍ନା ହେନା ଦେହେ

ତୃଷ୍ଣାତୁର ମନେ ମୋର, ବାସ୍ନା ଭରିଦିଏ

ଗଳ୍ପ ପରି ଲାଗେ, ହେଲେ ଗଳ୍ପ ନୁହେଁ ମୋଟେ

ଚୁକ୍ତି କରି କହେ ଯେବେ "ଯା′ ତମେ ଇଏ ବୋଧେ"

ଚନ୍ଦ୍ରମଲ୍ଲି ହସେ ଚିତ୍ରଲେଖା ଓଠେ

ଲଜ୍ୟାନତ ମୁଖେ ତା ହାଏ, ରକ୍ତଯବା ଫୁଟେ

เพิ่มเติมจาก Satyajeet Pradhan

ดูทั้งหมดlogo