menu-iconlogo
huatong
huatong
avatar

Srabanra rati thiba Odia clean track

SB NAYAKhuatong
S⃠A⃠T⃠Y⃠A⃠🙌FOG🙌🌹SS🌹huatong
เนื้อเพลง
บันทึก
ଶ୍ରାବଣର ରାତି ଥିବ

ଆକାଶ ରୁ ଝରୁଥିବ

ଶ୍ରାବଣ ର ରାତି ଥିବ

ଆକାଶ ରୁ ଝରୁଥିବ

ସାରା ରାତି ଝିପି ଝିପି ବର୍ଷା

ତମେ ଆଉ ମୁ ମିଶି ଚାଲୁଥିବା ପାଖା ପାଖି

ଆଗେ ଥିବ ଅସରନ୍ତି ରାସ୍ତା

ହୋ ହୋ ହୋ......

ଶ୍ରାବଣ ର ରାତି ଥିବ

ଆକାଶ ରୁ ଝରୁଥିବ........

ପବନର ଧୀରେ ଧୀରେ

ଗତି ବଢୁଥିବ

ବରଷା ର ଧୀରେ ଧୀରେ

ତାତି ବଢୁଥିବ

ହଁ ,,...

ପବନର ଧୀରେ ଧୀରେ

ଗତି ବଢୁଥିବ

ବରଷା ର ଧୀରେ ଧୀରେ

ତାତି ବଢୁଥିବ

ଦେହ ଜଳୁଥିବ ,,,ଉପରକୁ ଲଗୁଥିବ ଓଦା

ତୁମେ ଆଉ ମୁ ମିଶି ଚାଲୁଥିବା ପାଖା ପାଖି

ଆଗେ ଥିବ ଅସରନ୍ତି ରାସ୍ତା

ଓ ହୋ ଓ ହୋ .....

ଶ୍ରାବଣ ର ରାତି ଥିବ

ଆକାଶ ରୁ ଝରୁଥିବ........

UPLOAD BY. SATYA 🌹

ବଢୁଥିବ ଧୀରେ ଧୀରେ

ରାତିର ବୟସ

ବଢୁଥିବ ଧୀରେ ଧୀରେ ମାନ ତଳ ସୋସ

ହୁଁ ହୁଁ ହୁଁ ,,

ବଢୁଥିବ ଧୀରେ ଧୀରେ

ରାତିର ବୟସ

ବଢୁଥିବ ଧୀରେ ଧୀରେ ମାନ ତଳ ସୋସ

ଓଠ ତୁନି ଥିବ ,,,

ସାରା ଦେହ କହୁଥିବ କଥା

ତମେ ଆଉ ମୁ ମିଶି ଚାଲୁ ଥିବା ପାଖା ପାଖି

ଆଗେ ଥିବ ଅସରନ୍ତି ରାସ୍ତା

O O O O,,,,

ଶ୍ରାବଣ ର ରାତି ଥିବ

ଆକାଶ ରୁ ଝରୁଥିବ

ଶ୍ରାବଣ ର ରାତି ଥିବ

ଆକାଶ ରୁ ଝରୁଥିବ

ସାରା ରାତି ଝିପି ଝିପି ବର୍ଷା

ତମେ ଆଉ ମୁ ମିଶି ଚାଲୁଥିବା ପାଖା ପାଖି

ଆଗେ ଥିବ ଅସରନ୍ତି ରାସ୍ତା

ହୋ ଆଗେ ଥିବ ଅସରନ୍ତି ରାସ୍ତା

ହୋ ଆଗେ ଥିବ ଅସରନ୍ତି ରାସ୍ତା

ହୋ ଆଗେ ଥିବ ଅସରନ୍ତି ରାସ୍ତା

เพิ่มเติมจาก SB NAYAK

ดูทั้งหมดlogo
Srabanra rati thiba Odia clean track โดย SB NAYAK – เนื้อเพลง & คัฟเวอร์