menu-iconlogo
huatong
huatong
shasank-sekharnamita-agarwal-janha-amaku-luchi-dekhuchi-cover-image

Janha Amaku Luchi Dekhuchi

Shasank Sekhar/Namita Agarwalhuatong
เนื้อเพลง
บันทึก
ଜହ୍ନ ଆମକୁ ଲୁଚି ଦେଖୁଚି

ଲୁଚି ଲୁଚି ଆମ କଥା ଶୁଣୁଚି

ଜହ୍ନ ଆମକୁ ଲୁଚି ଦେଖୁଚି

ଲୁଚି ଲୁଚି ଆମ କଥା ଶୁଣୁଚି

ରୁହ ଆଉ ଟିକେ ରୁହ

ଦୂରେ ରହି କଥା କୁହ

କାହିଁକି?

ଆରେ, ଦେଖୁନ ସେ ଜହ୍ନ ପରା ଚାହିଁଚି

ଜହ୍ନ ଆମକୁ ଲୁଚି ଦେଖୁଚି

ଲୁଚି ଲୁଚି ଆମ କଥା ଶୁଣୁଚି

ଆକାଶର ତାରା ଫୁଲ ହୋଇ ଆଜି

ସଜାଇଲେ ଶେଯ ଜୋଛନାରେ ଭିଜି

ଏଇ ମଧୁରାତି ଯାଏ ଝୁମି ଝୁମି

ଆଖି କହେ କଥା ଓ୦ ଯାଏ ଚୁମି

ତୁମ ଛୁଆଁରେ, ମିଠା ନିଆଁରେ

ଏଇ ମନ ଜଳି ଜଳି ଯାଉଚି

ଜହ୍ନ ଆମକୁ ଦେଖି ହସୁଚି

ଚୁପି ଚୁପି ଆମ କଥା କହୁଚି

ଜହ୍ନ ଆମକୁ ଦେଖି ହସୁଚି

ଚୁପି ଚୁପି ଆମ କଥା କହୁଚି

ରୁହ ଆଉ ଟିକେ ରୁହ

ଦୂରେ ରହି କଥା କୁହ

କାହିଁକି?

ଆରେ, ଦେଖୁନ ସେ ଜହ୍ନ ପରା ଚାହିଁଚି

ଜହ୍ନ ଆମକୁ ଲୁଚି ଦେଖୁଚି

ଲୁଚି ଲୁଚି ଆମ କଥା ଶୁଣୁଚି

ରଖିବି ତୁମକୁ ପଣତେ ଲୁଚାଇ

ସପନ କରି ମୋ ଆଖିରେ ସଜାଇ

ପଥର ଦେହରେ ଫୁଟାଇଟ ଫୁଲ

କାଚକୁ ଦେଇଚ କାଞ୍ଚନର ମୂଲ

ବାହୁରେ ତୁମ ଏଇ ଜୀବନ

ଥାଇ ଝୁଲି ଝୁଲି ଯାଉଚି

ଥରି ଥରି ଦୀପ ଆଜି ଜଳୁଚି

ଜଳି ଜଳି ଏଇ କଥା କହୁଚି

ଥରି ଥରି ଦୀପ ଆଜି ଜଳୁଚି

ଜଳି ଜଳି ଏଇ କଥା କହୁଚି

ତୁମେ ଆଉ ମୁଁ ମିଶି ସବୁ ସହିବା ହସି

ଆମ ପାଇଁ ଦୀପ ସାଖି ରହିଚି

ଜହ୍ନ ଆମକୁ ଲୁଚି ଦେଖୁଚି

ଲୁଚି ଲୁଚି ଆମ କଥା ଶୁଣୁଚି

ଲାଲା-ଲାଲା-ଲାଲାଲା

เพิ่มเติมจาก Shasank Sekhar/Namita Agarwal

ดูทั้งหมดlogo