menu-iconlogo
huatong
huatong
sourav-bharadwaj-mo-jaga-kalia-re-cover-image

Mo Jaga Kalia re

Sourav Bharadwajhuatong
꧁༻༒RAHUL༒༻꧂huatong
เนื้อเพลง
บันทึก
ଜଗନ୍ନାଥ୍…ଶ୍ରୀ ଜଗନ୍ନାଥ୍

ଲକ୍ଷେଶାଳ ଗ୍ରାମ ବିଞ୍ଚା ବେଦିକୁ ଛାଡି

ରଥାରୁଢ ହେଉଚି ମୋ କଳା ଶ୍ରୀ ହରି

ଲକ୍ଷେଶାଳ ଗ୍ରାମ ବିଞ୍ଚା ବେଦିକୁ ଛାଡି

ରଥାରୁଢ ହେଉଚି ମୋ କଳା ଶ୍ରୀ ହରି

ମେଣ୍ଟିଯିବ ଏ ଆଖିରୁ ଅନେକ ଶୋଷ

ସାରଧା ବାଲିରେ ଦେଖି ଶ୍ରୀ ନନ୍ଦିଘୋଷ

ଜୟ ଜଗନ୍ନାଥ କହି

ଦୁଇ ହାତ ଟେକିଦେଇ

ମନ ପ୍ରାଣ ମିଶିଯାଉ ମାହାଯାତ୍ରାରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

କାଳିଆରେ

ବାଲି ଯଉଠି ବିଭୁତି ହୁଏ

ଭାବ ଥିଲେ ଭାତ ହୁଏ ମହା ପ୍ରସାଦ

ପାଣି ଯଉଠି ତଙ୍କ ତରାଣି

ପବନରେ ଭାସିଆସେ ଗୀତ ଗୋବିନ୍ଦ

ଓଡିଆ ଜାତି ଗରବ କରେ

ଆନନ୍ଦରେ କହେ ସେ ମୋ ଇଷ୍ଟ ଦେବତା

ଦାରୁ ହେଲେବି ବୁଝୁଚୁ ଦୁଃଖ

ନକହି ବି ଜାଣିପାରୁ ସକଳ କଥା

ଥରେ ହାତକୁ ବଢେଇ

ମୋତେ ନେ ରେ କୋଳେଇ

ଲୋଡା ନାହିଁ ଆଉ କିଛି ମାୟା ସଂସାରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

କାଳିଆରେ

ନିମ ଯଉଠି ପାଲଟେ ବ୍ରହ୍ମ

ଚଉଦ ଭୁବନେ ନାହିଁ ଏମିତି ଧାମ

ଜୁଇ ଜଳଇ ରସ ନିଆଁରେ

ସରଗ ଦୁଆରେ ହୁଏ ଶେଷ କରମ

ନିଶ୍ୱାସ ଯହିଁ ଚନ୍ଦନ ବାସେ

ମାଟିରେ ମହକି ଯାଏ ଭକତି ପ୍ରେମ

ବିଶ୍ୱ ଯଉଠି ଏକାଠି ହୁଏ

ବିଶ୍ୱାସରେ ପୁର୍ଣ୍ଣ ହୁଏ ସକଳ କାମ

ବାହା ବାହାରେ ଠାକୁର

ଖୋଲି ତୋ ଚାରି ଦୁଆର

ଚଉ ବର୍ଗ ଫଳ ଆଣି ଯାଚି ଦଉରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

ମୋ ଜଗା କାଳିଆରେ

କାଳିଆରେ

เพิ่มเติมจาก Sourav Bharadwaj

ดูทั้งหมดlogo