menu-iconlogo
huatong
huatong
avatar

Tu Tu Tu Kahibu Na Mu Title

Sourinhuatong
khuubagihuatong
เนื้อเพลง
บันทึก

️ ️Uploading By ️ ️

️ ️ ️DIPUN NANDA ️ ️ ️

(M) ବେବିତୁ ଆଜିକାଲି ହାୟ୍

ମୋ Dreamକୁ ଆସି ଝଲମଲକରୁଛି

(F) ଜାନୁତୁ ଆଜିକାଲି ହାୟ୍

ମୋ Heartକୁ ଆସି ହଲଚଲ କରୁଛି

(M) ପ୍ରଥମେ କିଏ ଖୋଲିବ ମୁହଂ

ପ୍ରଥମେ କିଏ ଶୁଣିବ କହ

ସେଇ ପଦେ I Love You....

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

(F) ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ...

️ ️Uploading By ️ ️

️ ️ ️DIPUN NANDA ️ ️ ️

(F) ଭଲ ପାଇବା ପାଇଁ ଭଲ ତ ପାଆନ୍ତି କେତେ

ହେଲେ ଯେ କହିବା ପାଇଁ କାହିଁକି ଡରନ୍ତି ଏତେ

DIPUN NANDA

(M) ହାଁ.. ଅଜଣାଡରରେ ଆମେ କହତ ରହିବା କେତେ

କହିବାକୁ ହବ ଦିନେ ତତେ ହଉ ଅବା ମୋତେ

(F) ତୁ ଛାଡିଦେ ଟିକିଏ ଡର

ମୁଁ ଛାଡିବି ଟିକିଏ ଡର

ଶୁଣିବାକୁ I Love You.

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

(M) ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ...

️ ️Uploading By ️ ️

️ ️ ️DIPUN NANDA ️ ️ ️

(M) ହାଁ.. କିଏ ସେ କହିବ ଆଗ ଏଇ କଥାପଦେ ଖୋଲି

ଭାବୁଭାବୁ ସମୟଟା ଦୂରକୁନଯାଉ ଚାଲି...

(F) ହାଁ କହିବ କହିବ ବୋଲି ଯିଏ ପାରେନାହିଁ କହି

ପେ୍ରମର ଅନେକ ଗପ ଅଧାରେ ଯାଇଛି ରହି

(M) ଏ ଗପ ଆମ ଅଧା ନ ରହୁ

ଆରମ୍ଭ ଆଗୁ ସରି ନ ଯାଉ

କେହି କହୁ I Love You...

(F) ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

(M) ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

(M F) ତୁ ତୁ ତୁ ତୁ ତୁ କହିବୁ ନା ମୁଁ

ତୁ ତୁ ତୁ ତୁ ତୁ କହିବୁ ନା ମୁଁ

THANK YOU

เพิ่มเติมจาก Sourin

ดูทั้งหมดlogo
Tu Tu Tu Kahibu Na Mu Title โดย Sourin – เนื้อเพลง & คัฟเวอร์