menu-iconlogo
huatong
huatong
sricharan-mohanty-dukhi-manisa-ra-cover-image

Dukhi Manisa Ra

Sricharan Mohantyhuatong
PRASANT-HAL-ODISHAhuatong
เนื้อเพลง
บันทึก
ଦୁଃଖୀ ମଣିଷର ଇଜ୍ଜତ କେତେ ନା ମହତ କେତେ--୨

ମୋ ପାଇଁ ତେଣୁ କାଳିଆରେ ତୋର--୨

ଦର୍ଶନ କେତେ ନା ପହଡ଼ କେତେ--୨

ଦୁଃଖୀ ମଣିଷର ଇଜ୍ଜତ କେତେ ନା ମହତ କେତେ

ହାଏ ମହତ କେତେ

ଦୁଃଖୀ ସିନା ବୁଝେ ଦୁଃଖୀର ବେଦନା

ସୁଖିଜେ କେମିତି ବୁଝିବ

ଦୁଃଖ ଶୁଣିବାକୁ ସୁଖୀ ଜଣେ କେହି

ଦୁଃଖୀକୁ କାହିଁକି ଖୋଜିବ

ଦୁଃଖୀ ମଣିଷର ଖାତିରି କେତେ ନା ଆଦର କେତେ--୨

ଆଜି ଫେରିଗଲେ କାଲି ସେ ଆସିବ--୨

କାଳିଆରେ ତୋର ହିସାବ ଏତେ--୨

ଦୁଃଖୀ ମଣିଷର ଇଜ୍ଜତ କେତେ ନା ମହତ କେତେ

ହଁ ମହତ କେତେ

କଂସ ରାଜା କାଳେ ଶୁଣିନବ ବୋଲି

ଏନ୍ତୁଳି ଘରେ ତୁ କାନ୍ଦିନୁ

କଳା ବଦନରେ ନାଲି ହସ ଝରେ

ଲୁହର ମାନେ ତୁ ଜାଣିନୁ

ଦୁଃଖୀ ମଣିଷର ହସିବା କେତେ ନା କାନ୍ଦିବା କେତେ--୨

ଆଖିର ଲୁହକୁ ଓଠରେ ପିଏ ସେ--୨

ତଥାପି ତୋ ପାଖେ ହାତ ସେ ପାତେ--୨

ଦୁଃଖୀ ମଣିଷର ଇଜ୍ଜତ କେତେ ନା ମହତ କେତେ--୨

ମୋ ପାଇଁ ତେଣୁ କାଳିଆରେ ତୋର--୨

ଦର୍ଶନ କେତେ ନା ପହଡ଼ କେତେ--୩

เพิ่มเติมจาก Sricharan Mohanty

ดูทั้งหมดlogo