menu-iconlogo
huatong
huatong
swayam-padhinabssaroj-mahi-mahi---from-gupchup-cover-image

Mahi Mahi - From "Gupchup"

Swayam padhi/Nabs/sarojhuatong
nadcharron00huatong
เนื้อเพลง
บันทึก
ଯେବେଠୁ ଦେଖିଲି ମୁଁ ତୋ ଚେହେରା

ଭୁଲି ମୁଁ ପାରୁନି ସେ ଆଖିର ଇଶାରା

ଯେବେଠୁ ଦେଖିଲି ମୁଁ ତୋ ଚେହେରା

ଭୁଲି ମୁଁ ପାରୁନି ସେ ଆଖିର ଇଶାରା

ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ

ପଡ଼ିଲି ତୋ ପ୍ରେମରେ

ଧିରେ-ଧିରେ ପୁଣି ମନ କଲୁ ଚୋରି

दीवाना ମୁଁ ହେଲି ରେ

ଓ-ଓ, माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

ତୋ ସାଥେ ଚାଲେ ମୁଁ ସେଇ ବାଟରେ

ଯଉ ବାଟେ ଚାଲେ ତୋ ଛାଇ

କେବେ ସଞ୍ଜ ହୁଏ, କେବେ ସକାଳ ହୁଏ

କିଛି ଜାଣି ହୁଏନି କାଇଁ?

ଯୁଆଡ଼େ ଚାହେଁ ମୁଁ, ତତେ ହିଁ ପାଏ ମୁଁ

ଏମିତି କି ଯାଦୁ କଲୁ ରେ?

ହୃଦୟ ବିଚରା ଖୋଜେ ତ ସାହାରା

ତୋ ବିନା କିଛି ନାହିଁ ରେ

ଓ-ଓ, माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

ଏକା-ଏକା ବସି ଜହ୍ନ ରାତିରେ

ମନ ଖୋଜେ ତତେ ପ୍ରିୟା ରେ

ନିଦ ନାହିଁ ଖାଲି ସପନ ଦେଖେ

ତୋ ପାଇଁ ଆଜି ସାଥୀ ରେ

ଭଲ ମୁଁ ପାଉଛି, ହୃଦୟ କହୁଛି

ଧିରେ-ଧିରେ ପ୍ରେମ ହୁଏ ରେ

ଏଇ ମୋ ଜୀବନ ତୋ ପ୍ରେମ ପାଇଁ

ନାଚି ନାଚି ଆଜି ଗାଏ ରେ

ଓ-ଓ, माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

माही-माही, माही-माही

ଲାଗେ ପାଗଳ ହେଲି ତୋ ପାଇଁ

เพิ่มเติมจาก Swayam padhi/Nabs/saroj

ดูทั้งหมดlogo

อาจถูกใจคุณ