menu-iconlogo
huatong
huatong
Şarkı Sözleri
Kayıtlar
ହେଲି ମୁଇଁ ଭମରା, ଦେଖି ତୋର୍ ଚେହେରା

ବର୍ଷା ରାନି ଆଉ ତୁଇ, ମୁଇଁ ତୋର୍ ବାଦଲ ରାଜା

ଖୁସା ବାନ୍ଧିଥା ତୁଇ, ବାଲେ ଫୁଲ୍ ଲଗାମି

ତତେ ଭଲ୍ ପାଏମି, ବଜାମି ପ୍ରେମର୍ ବାଜା

ଘରେ ତୁଇ ମୋର୍ ବାହାନା

ଫୁଲେଇ ସଙ୍ଗେ ଚାଲ୍ ପଲାମା

ହାତ୍ ଧରିକରି ଦେଖେଇ ଦେମା, ସାଙ୍ଗେ ମିଶି ରେ

दुल्हन ବନାମି, ବନାମି, ତତେ ମୁଇଁ ଲୋ

ଦିଲ୍ ଥି ବସାମି, ବସାମି, ତତେ ମୁଇଁ ଲୋ

दुल्हन ବନାମି, ବନାମି, ତତେ ମୁଇଁ ଲୋ

ଦିଲ୍ ଥି ବସାମି, ବସାମି, ତତେ ମୁଇଁ ଲୋ

ମୁଇଁ ତୋର प्यार ର ମାରା

ହାଏ ମୁଇଁ ତ ବିଚରା

ଦେଇଦେ ତୁଇ ସାହାରା, ଆଖିର ତାରା

ଦେଲା ମାରଲା ଜହଁରା

ତତେ ଦେଉଛେଁ ଇଶାରା

ମୋର କଥାଥି ମହନି ଅଛେ, ଶୁନ ବାବୁ प्यारा

ହାଏ ତୋର पागलापन, पागलापन, ନାଇଁ ହେବୁ ତୁଇ ପ୍ରେମ୍ ଦିୱାନା

ଭଲ ପାଉଛୁ ବେଲେ ରାଜା, दुल्हन କରି ନେ

ହୋ-ହୋ, ସବକେ ବତାମି, ବତାମି, ମୋର୍ ରାନି ଲୋ

ଦିଲ୍ ଥି ବସାମି, ବସାମି, ତତେ ମୁଇଁ ଲୋ

दुल्हन ବନାମି, ବନାମି, ତତେ ମୁଇଁ ଲୋ

ଦିଲ୍ ଥି ବସାମି, ବସାମି, ତତେ ମୁଇଁ ଲୋ

ଏ ଫୁଲ୍ କଅଁଲି ମୋର୍ କୁଆଁରି ରାନି ତତେ ଭଲ୍ ପାଉଛେଁ

ତୋର୍ ନାଁ କେ ଜପି-ଜପି ଝୁରି ହେଉଛେ

दूल्हा ରାଜା ହେମି ବୋଲି ସପନଥି ମୁଇଁ ଦେଖୁଛେଁ

ନାଇଁ କହିଲେ ଯିମି ମରି क़सम ଖାଉଚେଁ

ହାତ୍ ଧରୁଛେ ମୁଇଁ, ତୋର୍ ସାଥ ନିଭାମି

ମୋର୍ ହାତେ ତୋର୍ ନାଁର୍ ମେହେନ୍ଦି ଲଗାମି

दूल्हा ବନାମି, ବନାମି ତତେ ମୁଇଁ ଗୋ

ଦିଲ୍ ଥି ବସାମି, ବସାମି, ସତେ ମୁଇଁ ଗୋ

दूल्हा ବନାମି, ବନାମି, ତତେ ମୁଇଁ ଗୋ

ଦିଲ୍ ଥି ବସାମି, ବସାମି, ସତେ ମୁଇଁ ଗୋ

दुल्हन ବନାମି, ବନାମି, ତତେ ମୁଇଁ ଲୋ

ଦିଲ୍ ଥି ବସାମି, ବସାମି, ତତେ ମୁଇଁ ଲୋ

दुल्हन ବନାମି, ବନାମି, ତତେ ମୁଇଁ ଲୋ

ଦିଲ୍ ଥି ବସାମି, ବସାମି, ତତେ ମୁଇଁ ଲୋ

Achurjya Barpatra/Bijay Anand Sahu/Kiran Dash'dan Daha Fazlası

Tümünü Görlogo