menu-iconlogo
huatong
huatong
avatar

Tate neijibi rangeilunda lo tu para mora cute munda odia song ab

AR Musichuatong
rufukoposace1977huatong
Şarkı Sözleri
Kayıtlar
Welcome To AR music

Tate neijibi rangeilunda

ପୁ କାଜୁ ଚିପ୍ସ ତୁ ମୋର ପଏଲି ଅଣ୍ଡା

ଝି କୋକାକୋଳା ତୁ ମୋର ଫଣ୍ଟା ମିରିଣ୍ଡା

ପୁ ଆରେ କାଜୁ ଚିପ୍ସ ତୁ ମୋର ପଏଲି ଅଣ୍ଡା

ଝି କୋକାକୋଳା ତୁ ମୋର ଫଣ୍ଟା ମିରିଣ୍ଡା

ପୁ ହେଲେ ହେଇଯାଉ ପ୍ରୋପାଗଣ୍ଡା

ପୁ ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute ମୁଣ୍ଡା

ଝି ମତେ ନେଇଯାତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cuteମୁଣ୍ଡା

ମ୍ୟୁଜିକ୍

ମୋ ରୁମ୍ ମ୍ୟୁଜିକାଲ୍‌ ଦୁର୍ଗା

ଗୁମ୍ ନଂ ୧୮୫୨୬୦

ଟାକ୍ସ ସମୟ-ସନ୍ଧ୍ୟା ୮:୦୦

ପୁ ଲଙ୍ଗ୍ ଡ୍ରାଇଭ୍‌ରେ ଯିବା ଲୋ ଆମେ ବାଟସାରା କରି ଗପ

ଝି ଗପରେ ତୁ ହିରୋ ମୁଁ ହିରୋଇନ୍ କରିବା ସୁଇଟି ପାପ

ମ୍ୟୁଜିକାଲ୍ ଦୁର୍ଗା

ପୁ ଆରେ ଲଙ୍ଗ୍ ଡ୍ରାଇଭ୍‌ରେ ଯିବା ଲୋ ଆମେ ବାଟସାରା କରି ଗପ

ଝି ଗପରେ ତୁ ହିରୋ ମୁଁ ହିରୋଇନ୍ କରିବା ସୁଇଟି ପାପ

ପୁ ମୋ ପାଇଁ ତୁ ମୋର ପ୍ରେମର ଥଣ୍ଡା

ଝି ଦିନ ରାତି ତୁ ମୋର ଲଭ୍ ଅଜିଣ୍ଡା

ପୁ ହେଲେ ହେଇଯାଉ ପ୍ରୋପାଗଣ୍ଡା

ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute ମୁଣ୍ଡା

ଝି ମତେ ନେଇଯାତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cuteମୁଣ୍ଡା

ମ୍ୟୁଜିକ୍

ଗୀତ ଛାଡିଛନ୍ତି ଅନିଲ୍‌ ଓ ଅଭି

ଝି ହାଉଲେ ହାଉଲେ ନେଇକି ମୋତେ ତୋ ଦିଲ୍ ରେ କରିଦେ ସିଲ୍‌

ପୁ ସିଲ୍‌ କରିଛି ମୁଁ ଶହେ ଜନମକୁ ହବ ଆମ ଲଭ୍ ଡିଲ୍

Musical Durga

ହଁ ହାଉଲେ ହାଉଲେ ନେଇକି ମୋତେ ତୋ ଦିଲ୍ ରେ କରିଦେ ସିଲ୍‌

ପୁ ଆରେ ସିଲ୍‌ କରିଛି ମୁଁ ଶହେ ଜନମକୁ ହବ ଆମ ଲଭ୍ ଡିଲ୍

ଝି ହସ ଖୁସି ତୁ ମୋର ଘର ବାରଣ୍ଡା

ପୁ ବାଟଘାଟ ତୁ ମୋର ପ୍ରେମର ଜଣ୍ଡା

ଝି ହେଲେ ହେଇଯାଉ ପ୍ରୋପାଗଣ୍ଡା

ମତେ ନେଇଯାତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cuteମୁଣ୍ଡା

ପୁ ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute ମୁଣ୍ଡା

ଝି ମତେ ନେଇଯାତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cuteମୁଣ୍ଡା

ପୁ ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute ମୁଣ୍ଡା

Enjoy all

AR Music'dan Daha Fazlası

Tümünü Görlogo

Beğenebilirsin