menu-iconlogo
logo

Aye sindura aaji kanee lage sundara

logo
avatar
Diptyrekha/Satyajitlogo
༈࿇🅃Ⰶ༺ॐ🆁🅰🅹ॐ༻Ⰶ🄿࿇༈logo
Uygulamada Söyle
Şarkı Sözleri
𝓤𝓟𝓛𝓞𝓐𝓓𝓔𝓓

𝓑𝓨. 👉

[R̲̲̅̅A̲̲̅̅J̲̲̅̅R̲̲̅̅A̲̲̅̅J̲̲̅̅N̲̲̅̅I̲̲̅̅K̲̲̅̅A̲̲̅̅N̲̲̅̅T̲̲̅̅]

𝓛𝓨𝓡𝓘𝓒𝓢

𝓑𝓨 👉

[N̲̲̅̅I̲̲̅̅T̲̲̅̅U̲̲̅̅]

👩‍❤️‍👨👩‍❤️‍👨👩‍❤️‍👨👩‍❤️‍👨👩‍❤️‍👨👩‍❤️‍👨👩‍❤️‍👨👩‍❤️‍👨

ପୁ- ହା...ଆ..ଆ..

ହା...ଆ...ଆ..

💗💓💗💓💗💓💗💓

ଝି- ଏଇ ସିନ୍ଦୁର ଆଜି କାଇଁ

ଲାଗେ ସୁନ୍ଦର....(2)

ଏତେ ଖୁସି ଦିଅ ନାହିଁ

ଏତେ ଭଲ ପାଅ ନାହିଁ

ଏତେ ଖୁସି ଦିଅ ନାହିଁ

ଏତେ ଭଲ ପାଅ ନାହିଁ

ଭଲ ପାଇ ଭୁଲିଗଲେ ହେବି ମୁଁ କାହାର

ପୁ- ମୁଁ....ତୋ ସାଥି ସବୁଦିନର

ନିଜଠୁ ବେଶୀ ତୁ...ନିଜର

ଝି- ଏଇ ସିନ୍ଦୁର ...ଆଜି କାଇଁ

ଲାଗେ ସୁନ୍ଦର...

ଏଇ ସିନ୍ଦୁର........

ARRANGED & LRCS ᗷY

𝙍𝘼𝙅 & 𝙉𝙄𝙏𝙐

🌹🎄🌹🎄🌹🎄🌹🎄🌹

ଝି- ଆଖି ସିନା ଥିଲା ମୋର

ନଥିଲା ସପ.ନ....

ପୁ- ତୋ ଆଖିରେ ସପନ ମୁଁ.. ହେବି

ରାତିଦିନ.....

ଝି- ଆ...ଆ...ହା..ଆ...

ତମେ ଆଜି ଖୋସିଦେଲ ମୋ ଗଭରେ

ଜହ୍ନ

ପୁ- ସେ ଜହ୍ନରେ ନାହିଁ ଜମା କଳଙ୍କର

ଚିହ୍ନ

ଝି- ହସେଇଲ ଏତେ ବେଶୀ

ଲୁହ ସବୁ ଗଲି ରୁଷି

ହସେଇଲ ଏତେ ବେଶୀ

ଲୁହ ସବୁ ଗଲି ରୁଷି

ବାଲି ଘର ଗଢୁ ଗଢୁ ହେଲା ସେ ନଅର

ପୁ- ସେଇ ନଅରେ ତୁ ରାଣୀ ମୋର

ମୋ ଆଖି ହବ ଆଇନା ତୋର

ଝି- ଏଇ ସିନ୍ଦୁର.. ଆଜି କାଇଁ ଲାଗେ

ସୁନ୍ଦର....(2)

ଏଇ ସିନ୍ଦୁର......(2)

🦋𝕋ℍ𝔸ℕ𝕂 𝕐𝕆𝕌🦋

Diptyrekha/Satyajit, Aye sindura aaji kanee lage sundara - Sözleri ve Coverları