ମହ-ମହ ଖୁସିର ତୁ
ଖାଲି ମୋର ଠିକଣା
ହେବିନି ବାଟ ବଣା
ମନ ଲାଖି ମନଟିଏ
ମିଳି ଯଦି ଯାଏରେ
ଜୀବନଟା ବେଲପଣା
ଆନମନା କରିଦେଲୁ
ଚିତ୍ତଚୋରା କଥାରେ ତୁ
ଗୋଟେ ଭାରି ସିଆଣିଆ
ଜଉ ହାତେ ମଞ୍ଜୁହାତୀ
ସେଇ ହାତେ ତୋ ବାହାନା
ଚାନ୍ଦ ଏବେ ମୋ ଚାଖଣା
ବୁନ୍ଦିଆ ଲଡୁ ଟେ
ଖାଇ ତୁ ବଜାରେ
ମନର ମହୁରୀ
ମୁଁ ହେଲି ବର ତୁ କନିଆଁ ମୋର
ତତେ ହିଁ ମନର
ରସିଦି ବହିରେ
ଲେଖୁଛି କାହିଁକି
ମୁଁ ଜାଣେନାହିଁ ରେ
ନାଲି, ନେଳି ମାଛ ପରି
ପ୍ରତିଶୃତି ଉଦ୍ଧାରି ପାରେନାହିଁ
ଖାଲି ତୋର ହାତ ଧରି
ଭାବେ କାଇଁ, ମୁଁ ରଖିନେବି ତତେ ସାଇତି
କରି ନିଜର ଆଉ କାହାକୁ ଦେବିନାହିଁ
ହୋ ଲୋଭୀ ଦୋକାନୀର ସେଇ ନିକିତି ପରିକା
ତୋ ଆଡ଼େ ମୁଁ ଢଳିଯାଏ
ଭୁଲି ଯାଇଥିବା ସବୁ ହସର ସେ ଇଲାକା
ତୋ ଲାଗି ମୁଁ ବୁଲି ଦେଖେ
ଆଖିର କୋପତି
କହୁଛି ଏମିତି
ତୋ ବିନା କାହାରି ଆକାଶେ ଉଡ଼ିବ ନାହିଁରେ ସିଏ
ତତେ ହିଁ ମନର
ରସିଦି ବହିରେ
ଲେଖୁଛି କାହିଁକି (ଲେଖୁଛି କାହିଁକି)
ମୁଁ ଜାଣେନାହିଁରେ, ଜାଣେନାହିଁରେ