menu-iconlogo
logo

To prema

logo
avatar
Human Sagar/Diptirekhalogo
✿😻KAjaL❣✿👑Ⓜ️𝖚𝖘𝖎𝖈𝖆𝖑👑logo
Uygulamada Söyle
Şarkı Sözleri
F--ଦେଖି ତତେ ହାଏ କାଇଁ ଏ ମନ ବୁଝେନା

ଦିନ ଆସେ ରାତି ଆସେ ହେଲେ ସ୍ବପ୍ନ ସରେନା

ହାଁ ଦେଖି ତତେ ହାଏ କାଇଁ ଏ ମନ ବୁଝେନା

ଦିନ ଆସେ ରାତି ଆସେ ହେଲେ ସ୍ବପ୍ନ ସରେନା

M--ହଁ ଏମିତି ତୁ ଚାହିଁଦେଲୁ ଚାହାଣି ରେ ମାରିଦେଲୁ

ତୋ ବିନା ଏ ମନ ଆଉ କିଛି ଚାହେଁନା

ଓଃ ହୋ ହୋ ତୋ ପ୍ରେମ ଜିଁବାର ଖାଲି ଗୋଟେ ବାହାନା

F--ଆ ହଁl ହାଁ ତୋ ପ୍ରେମ ଜିଁବାର ଖାଲି ଗୋଟେ ବାହାନା

M--ଓ ଧୀରେ ଧୀରେ ଆସି ଛୁଇଁ ଗଲୁ ତୁ ମତେ ଅଜାଣତେ

F-- ହଁ..କସ୍ତୁରୀ ପରି ବସେ ତୋ ପ୍ରେମ ଆସ୍ତେ ଆସ୍ତେ

M--ପାଗଳ ମୁଁ ହେଇଗଲି... ଦିୱାନା ମୁଁ ହେଇଗଲି...

ହୋ ଏମିତି ତୁ ଛୁଇଁଦେଲୁ ସାତରଙ୍ଗ ଲଗେଇଲୁ

ତୋ ବିନା ଏ ଆଖି ଆଉ କିଛି ଦେଖେନା

ଓ ହୋ ହୋ ତୋ ପ୍ରେମ ଜିଁବାର ର ଖାଲି ଗୋଟେ ବାହାନା

F-- ଏ ହେ ହେ ତୋ ପ୍ରେମ ଜିଁବାର ଖାଲି ଗୋଟେ ବାହାନା

F-- ହଁ..ଚୁପି ଚୁପି ଆସି କହିଗଲୁ ମତେ ସବୁ କିଛି

M--ହୋ ଇନ୍ଦ୍ରଧନୁ ପରି ପ୍ରେମ ହାଏ ତୋର ଝଲସୁଛି

F-- ଋତୁ ହେଇ ତୁ ଫେରିଲୁ..ପ୍ରେମ ରଙ୍ଗ ଲଗେଇଲୁ..

ହାଁ ଏମିତି ତୁ ଲାଗିଗଲୁ ପ୍ରେମ ଛିଟା ଛାଟିଦେଲୁ

ତୋ ବିନା ଏ ମନ ଆଉ କିଛି ବୁଝେନା

ହେ ହେ ହେ ତୋ ପ୍ରେମ ଜିଁବାର ଖାଲି ଗୋଟେ ବାହାନା

M--ଓ ହୋ ହୋ ତୋ ପ୍ରେମ ଜିଁବାର ଖାଲି ଗୋଟେ ବାହାନା

Human Sagar/Diptirekha, To prema - Sözleri ve Coverları