menu-iconlogo
huatong
huatong
avatar

Kakatapure tu maa mangala

Ira Mohantyhuatong
penney71814huatong
Şarkı Sözleri
Kayıtlar
JAY MAA MANGALA

An e cluseve track

ଜୟ ମା ମଙ୍ଗଳା

କାକଟପୁରେ ତୁ ମା ମଙ୍ଗଳା

ଝଙ୍କଡ଼ ବାସିନୀ ମା ଶାରଳା

ନୀଳାଚଳ ଧାମେ ମା ବିମଳା

ତାଳଚେରରେ ତୁ ଲୋ ମା ହିଙ୍ଗୁଳା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

କାକଟପୁରେ ତୁ ମା ମଙ୍ଗଳା

କାକଟପୁରେ ତୁ.....

ବିପଦେ ଆପଦେ ତତେ ସୁମରିଲେ

ଘଣ୍ଟ ଘୋଡାଉ ଲୋ ତୁ ପଣତ ତଳେ

ହୋ ପଙ୍ଗୁ ଲଂଘେ ଗିରି ତୋ ଦୟା ହୋଇଲେ

ଦୁବ ହୁଏ ଦାରୁ ତୋର ଇଛା ବଳେ

ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା

ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା

ମା ଲୋ ଭକ୍ତ ବତ୍ସଛଳା

ଯାଜପୁରେ ତୁ ଲୋ ମା ବିରଜା

ବାଙ୍କିରେ ଚର୍ଚ୍ଚିକା ପାଉ ତୁ ପୂଜା

ସମ୍ୱଲପୁରେ ତୁ ସମଲେଇ ମା

ଘଟଗାଁ ବାସିନୀ ତାରିଣୀ ମା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

ଯେଉଁ ଦିନରୁ ଲୋ ହେତୁ ମୁଁ ପାଇଲି

ମା ବୋଲି ତୋତେ ମନେ ଭାବିନେଲି

ହୋ ଅନ୍ଧୁଣି କରି ଲୋ ବର ଫେରେଇଲୁ

ବାପ ଠୁଁ ପୁଅକୁ ଅଲଗା କରିଲୁ

କଟକ ଚଣ୍ଡୀ ମା ତୋ ଦୟା ହୋଇଲେ

କଟକ ଚଣ୍ଡୀ ମା ତୋ ଦୟା ହୋଇଲେ

ଲାଗିଯିବ କୂଳେ ମୋର ନାଆ

ଭୁବନେଶ୍ୱରରେ ଗୌରୀ ମା

ବାଣପୁରେ ତୁ ଲୋ ଭାଗବତୀ ମା

ସଙ୍କଟ ନାଶିନୀ ହୁଅ ମା ସାହା

ତୋ ବିନୁ ଆଉ କେ କରିବ ଆହା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

ଜୟ ମା , ମଙ୍ଗଳା

Ira Mohanty'dan Daha Fazlası

Tümünü Görlogo