menu-iconlogo
logo

Lal Gulabi

logo
Şarkı Sözleri
?ଲାଲ ଗୁଲାବୀ ଲାଲ ଗୁଲାବୀ ?

ପୁ... ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ହା.. ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ଆରେ ଆରେ ଆରେ ମୋର ସୁନ୍ଦରୀ ଲେଲା

ପ୍ରେମ କରିବା ଖୁଲମ ଖୁଲା

ଝିଅ.. ହେ.. ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ଆରେ ଆରେ ଆରେ ମୋ ବାବୁ ରଙ୍ଗିଲା ଆ..

ପ୍ରେମ କରିବା ଖୁଲମ ଖୁଲା

ପୁ.... ହା ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ହ.. ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ପୁ.. ଆରେ ଛୁଇଁଲେ ତତେ କରେଣ୍ଟ ମାରେ ପୁରା ଟନାଟନ

ଛାତିରେ ଗୁଳି ବାଜିଗଲାଣି ପୁରା ଦନାଦନ...

ଝିଅ... ହେ କେମିତି କଥା କହିଲୁ ବାବୁ ମନ ମୋ ଛନଛନ

ଟଚ କରିଲୁ ତୁ ଯେବେ ମୋତେ ଛାତି ଟା କନକନ

ପୁ... ଆରେ ଆରେ ଆରେ ମୋ ସୁନ୍ଦୁରୀ ଛୈଲା

ପ୍ରେମ କରିବା ଖୁଲମ ଖୁଲା

ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ହା.. ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ଝିଅ.. ଆରେ ଆରେ ଆରେ ମୋ ବାବୁ ରଙ୍ଗିଲା ଆ..

ପ୍ରେମ କରିବା ଖୁଲମ ଖୁଲା

ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ଆରେ ଆରେ ଆରେ ମୋ ବାବୁ ରଙ୍ଗିଲା ଆ..

ପ୍ରେମ କରିବା ଖୁଲମ ଖୁଲା

ପୁ.. ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ହା.. ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ଝିଅ.. ହେ ହେ ପାଖକୁ ଅଜା ଦିଲ କା ରାଜା ତୋ ପାଇଁ ରେ ମୁଁ

ପ୍ରେମ କାହାଣୀ କହୁଥା ମୋତେ ମାରୁ ଥିବି ମୁଁ ହୁଁ..

ପୁ... ଆରେ ଗୁଲୁଗୁଲିଆ ଗୋରା ଗାଲରେ ଦେବି ଗୋଟେ ଚୁଁ ..

ଜଳିଲେ ଜଳୁ ସାରା ଦୁନିଆ ମୋ ପାଇଁ ରେ ତୁ

ଝିଅ.. ଆରେ ଆରେ ଆରେ ମୋ ରସିଆ ପିଲା

ପ୍ରେମ କରିବା ଖୁଲମ ଖୁଲା

ପୁ... ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ହା.ହା . ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ଆରେ ଆରେ ଆରେ ମୋର ସୁନ୍ଦରୀ ଲେଲା

ପ୍ରେମ କରିବା ଖୁଲମ ଖୁଲା

ଝିଅ..ହେ ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ଆରେ ଆରେ ଆରେ ମୋ ବାବୁ ରଙ୍ଗିଲା ଆ..

ପ୍ରେମ କରିବା ଖୁଲମ ଖୁଲା

ପୁ... ହା ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ଝିଅ.. ହେ ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

ପୁ... ହା ଲାଲ ଗୁଲାବୀ ଲାଲ ଗୁଲାବୀ ମସ୍ତ ଦିଶୁଛୁ

ପତା ଠିକଣା ଦେଲୋ ନନୀ କୋଉଠୁ ଆସିଛୁ

ଝିଅ.. ହେ ଚିକିଣା ଛୋରା ଲାଗୁଛୁ ପ୍ୟାରା ମସ୍ତ ଦିଶୁଛୁ

ପତା ଠିକଣା ଦେ ଦିୱାନା କୋଉଠୁ ଆସିଛୁ

Mantu Chhuria/Diptirekha Padhi, Lal Gulabi - Sözleri ve Coverları