menu-iconlogo
huatong
huatong
avatar

Suna rupa gauni

Mohd Azizhuatong
coudoux1huatong
Şarkı Sözleri
Kayıtlar
ସୁନା ରୂପା ଗଉଣି କ୍ଷୀର ସର ଲହୁଣୀ

ସୁନା ରୂପା ଗଉଣି କ୍ଷୀର ସର ଲହୁଣୀ

ରାଗ ଛାଡି ମୋ ହାତରେ ବାନ୍ଧିଦେ

ରାଗ ଛାଡି ମୋ ହାତରେ ବାନ୍ଧିଦେ

ସୁନା ରାକ୍ଷୀ ସୁନା ଭଉଣୀ

ସୁନା ରାକ୍ଷୀ ସୁନା ଭଉଣୀ

ସୁନା ରୂପା ଗଉଣି କହୁନି ମୁଁ କାହାଣୀ

ସୁନା ରୂପା ଗଉଣି କହୁନି ମୁଁ କାହାଣୀ

କୋଟି ରେ ଗୋଟିଏ ଭାଇ ତମେ ମୋର

କୋଟି ରେ ଗୋଟିଏ ଭାଇ ତମେ ମୋର

ମୁହିଁ ତୁମ ଗେହ୍ଲା ଭଉଣୀ

ମୁହିଁ ତୁମ ଗେହ୍ଲା ଭଉଣୀ

ତୋହରି ହାତରୁ ରାକ୍ଷୀ ବାନ୍ଧିବା ପାଇଁ

ଜନମେ ଜନମେ ହେବି ମୁଁ ତୋର ଭାଇ

ତୋ ଖୁସି ଲାଗି ମୁଁ ଦେବି ବିକି ଜୀବନ

ଭାଇ କୁ ଭୁଲିବୁ ନାହିଁ ଏ ରାକ୍ଷୀ ଦିନ

ତୋହରି ହାତରୁ ରାକ୍ଷୀ ବାନ୍ଧିବା ପାଇଁ

ଜନମେ ଜନମେ ହେବି ମୁଁ ତୋର ଭାଇ

ତୋ ମିଠା ହସରେ ସେନେହ ଫାଶରେ

ତୋ ମିଠା ହସରେ ସେନେହ ଫାଶରେ

ବନ୍ଧା ମୋ ଜୀବନ କାହାଣୀ କାହାଣୀ କାହାଣୀ

ସୁନା ରୂପା ଗଉଣି କ୍ଷୀର ସର ଲହୁଣୀ

ସୁନା ରୂପା ଗଉଣି କ୍ଷୀର ସର ଲହୁଣୀ

ରାକ୍ଷୀକୁ ରଖି ମୁଁ ସାକ୍ଷୀ କହୁଚି ଭାଇ

ତୁମରି ହାତରେ ରାକ୍ଷୀ ବାନ୍ଧିବା ପାଇଁ

ଯେତେ ଦୂରେ ଥାଏ ପଛେ ଆସିବି ଧାଇଁ

ସୂଖ ଦୁଃଖ ଝଡ଼ ଝଞ୍ଜା ସବୁ ଏଡେଇ

ଓ ରାକ୍ଷୀକୁ ରଖି ମୁଁ ସାକ୍ଷୀ କହୁଚି ଭାଇ

ତୁମରି ହାତରେ ରାକ୍ଷୀ ବାନ୍ଧିବା ପାଇଁ

ଶରଧା ଆଦର କରିବନି ଉଣା

ଶରଧା ଆଦର କରିବନି ଉଣା

ଏତିକି ମୋହର ମାଗୁଣି ମାଗୁଣି ମାଗୁଣି

ସୁନା ରୂପା ଗଉଣି କହୁନି ମୁଁ କାହାଣୀ

ସୁନା ରୂପା ଗଉଣି କହୁନି ମୁଁ କାହାଣୀ

ରାଗ ଛାଡି ମୋ ହାତରେ ବାନ୍ଧିଦେ

ରାଗ ଛାଡି ମୋ ହାତରେ ବାନ୍ଧିଦେ

ସୁନା ରାକ୍ଷୀ ସୁନା ଭଉଣୀ

ସୁନା ରାକ୍ଷୀ ସୁନା ଭଉଣୀ

ସୁନା ରୂପା ଗଉଣି କହୁନି ମୁଁ କାହାଣୀ

ସୁନା ରୂପା ଗଉଣି କହୁନି ମୁଁ କାହାଣୀ

କୋଟି ରେ ଗୋଟିଏ ଭାଇ ତମେ ମୋର

କୋଟି ରେ ଗୋଟିଏ ଭାଇ ତମେ ମୋର

ମୁହିଁ ତୁମ ଗେହ୍ଲା ଭଉଣୀ

ମୁହିଁ ତୁମ ଗେହ୍ଲା ଭଉଣୀ

Mohd Aziz'dan Daha Fazlası

Tümünü Görlogo