କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ଲୋ ମିତ ସତ କହୁଚି କରୁନାହିଁ ବାହାନା
ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା
ମୋ ସାଥେ ମିଛଟାରେ ଆଉ ଲାଗନା
ମନ ଛନଛନ, ମୁହେଁ ଲାଜ କାହାକୁ କହିପାରେନା, ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତା' ଛବି ମୋ ଆଖିରେ ନାଚି-ନାଚି ଯାଉଛି
ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି
ଲୋ ମିତ ତାରା ଗଣି ରାତି ପାହୁଛି
ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା, ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା