menu-iconlogo
huatong
huatong
namita-agrawal-tora-lamba-beni-manini-odia-song-shakti-mishra-cover-image

Tora Lamba Beni ....Manini Odia Song Shakti Mishra

Namita Agrawalhuatong
꧁.🌸🅑🅐🅓🅐🅛🌸.꧂huatong
Şarkı Sözleri
Kayıtlar

꧁ ꧂

BADAL MUSIC CARE

ROOM ID :-470457 ,

ତୋର ଲମ୍ବା ବେଣୀ

ଆଉ ତୋ ଚାହାଣି

ତୋର ଲମ୍ବା ବେଣୀ ଆଉ ତୋ ଚାହାଣି

ମୋତେ କରିଦେଲା ଗୁଣି ~~

ଆଲୋ ମାନିନୀ ହାଏ ଆଲୋ ମାନିନୀ

ତୋର ନାହାକା ଚାଲି ଆଲୋ ପୁଚୁକି ଗଲି

ତୋର ନାହାକା ଚାଲି ଆଲୋ ପୁଚୁକି ଗଲି

ତତେ କରିବି ଆଜି ମୋ ରାଣୀ ~~

ଆଲୋ ନାମିନୀ

ହାଏ ହାଏ ହାଏ

ଆଲୋ ମାନିନୀ

KHIL DI MITU

BADAL MUSIC CARE

ROOM ID :-470457 ,

ହୁଁ ଅମାନିଆ ମନ ତୋର ବୟସ ସତର

ଗୋଲାପୀ ଓଠ ରୁ ଝରେ ପ୍ରେମ ର ଜୁଆର

KHIL DI MITU

ଅମାନିଆ ମନ ତୋର ବୟସ ସତର

ଗୋଲାପୀ ଓଠ ରୁ ଝରେ ପ୍ରେମ ର ଜୁଆର

କଅଁଳ ପୀରତି ତୋର ମନ ଲୋଭ ଠାଣି

ନହୁଲି ବୟସ ତୋର ମନ ନିଏ କିଣି

ତୋର ହରିଣୀ ଆଖି ମୋତେ କହୁଛି ଡାକି

ତୋର ହରିଣୀ ଆଖି ମୋତେ କହୁଛି ଡାକି

ଆମ ସହି ର ନାଲି ଓଢଣୀ ~~~~

ଆଲୋ ମାନିନୀ

ହାଏ ହାଏ ହାଏ

ଆଲୋ ମାନିନୀ

꧁ ꧂

BADAL MUSIC CARE

ROOM ID :-470457 ,

ପାଦରେ ପାଉଁଜି ତୋର ରାଜା ହଂସୀ ଚାଲି

ଓଠ କଣେ ଦୁଷ୍ଟ ହସ ଚେହେରା ପାକେଳି

KHIL DI MITU

ପାଦରେ ପାଉଁଜି ତୋର ରାଜା ହଂସୀ ଚାଲି

ଓଠ କଣେ ଦୁଷ୍ଟ ହସ ଚେହେରା ପାକେଳି

ମତୁଆଲା ରୂପ ରଙ୍ଗ ଫଗୁଣ ର ଘର

ଚୁପି ଚୁପି କଥା କେତେ ଇସାରା ରେ ତୋର

ତୋର ମୁରୁକି ହସ ମୋତେ କଲା ବେହୋସ

ତୋର ମୁରୁକି ହସ ମୋତେ କଲା ବେହୋସ

ତୁ ପୁନେଇ ରାତି ଚାନ୍ଦିନୀ ~~~

ଆଲୋ ମାନିନୀ

ହାଏ ହାଏ ହାଏ

ଆଲୋ ମାନିନୀ

ତୋର ଲମ୍ବା ବେଣୀ

ଆଉ ତୋ ଚାହାଣି

ତୋର ଲମ୍ବା ବେଣୀ ଆଉ ତୋ ଚାହାଣି

ମୋତେ କରିଦେଲା ଗୁଣି ~~

ଆଲୋ ମାନିନୀ

ହାଏ ହାଏ ହାଏ

ଆଲୋ ମାନିନୀ

ତୋର ନାହାକା ଚାଲି ଆଲୋ ପୁଚୁକି ଗଲି

ତୋର ନାହାକା ଚାଲି ଆଲୋ ପୁଚୁକି ଗଲି

ତତେ କରିବି ଆଜି ମୋ ରାଣୀ ~~

ଆଲୋ ମାନିନୀ

ହାଏ ହାଏ ହାଏ

ଆଲୋ ମାନିନୀ

ଆଲୋ ମାନିନୀ ହଁ~~~ ଆଲୋ ମାନିନୀ ~~

꧁ ꧂

BADAL MUSIC CARE

ROOM ID :-470457 ,

Namita Agrawal'dan Daha Fazlası

Tümünü Görlogo