menu-iconlogo
huatong
huatong
avatar

Kahin kete duru mu.. Odia bhajan

PRASANT-HAL-ODISHAhuatong
PRASANT-HAL-ODISHAhuatong
Şarkı Sözleri
Kayıtlar
କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

ସିଙ୍ଘଦ୍ୱାର ଆଗେ ତୋ ବଡ଼ ଦାଣ୍ଡରେ--୨

ହସି ହସି ତୋ ନାମ ଗାଇବା ପାଇଁ

କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

ତୋତେ କାଳିଆ ଦେଖିବା ପାଇଁ

ପଶ୍ଚିମରୁ ଉତର ଦକ୍ଷିଣ ଗଲି

ପୂରୁବରେ ତୋ ଡୋରେ ବନ୍ଧା ମୁଁ ହେଲି

ପଶ୍ଚିମରୁ ଉତର ଦକ୍ଷିଣ ଗଲି

ପୂରୁବରେ ତୋ ଡୋରେ ବନ୍ଧା ମୁଁ ହେଲି

ଶ୍ରୀମୁଖ.. ଶ୍ରିବାହୁ.. ଶ୍ରୀଅଙ୍ଗ..ଶ୍ରୀପତି

କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

ତୋତେ କାଳିଆ ଦେଖିବା ପାଇଁ

ମାଗିବାକୁ ନାଇଁ ରେ ଶଙ୍ଖା ସିନ୍ଦୂର

ଏଇ ଦୁଃଖୀ ମାଗେରେ କରୁଣା ତୋର

ମାଗିବାକୁ ନାଇଁ ରେ ଶଙ୍ଖା ସିନ୍ଦୂର

ଏଇ ଦୁଃଖୀ ମାଗେରେ କରୁଣା ତୋର

ଶୟନେ.. ସପନେ.. କଳାଶ୍ରୀ..ଦେଖିବି

କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

ସିଙ୍ଘଦ୍ୱାର ଆଗେ ତୋ ବଡ଼ ଦାଣ୍ଡରେ--୨

ହସି ହସି ତୋ ନାମ ଗାଇବା ପାଇଁ

କାହିଁ କେତେ ଦୁରୁ ମୁଁ ଆସିଛି ଧାଇଁ ତୋତେ କାଳିଆ ଦେଖିବା ପାଇଁ

ତୋତେ କାଳିଆ ଦେଖିବା ପାଇଁ--୨

PRASANT-HAL-ODISHA'dan Daha Fazlası

Tümünü Görlogo