menu-iconlogo
huatong
huatong
Şarkı Sözleri
Kayıtlar
ସତ ମିଛ ଦୁନିଆରେ

ମା ତୋ ପଣତ ଧରି

ଚାଲୁଛି ମୁଁ ବାଟ ମୋର

ପଡିଗଲେ ନବୁ ଧରି

ତୋ ପାଦ ତଳେ ମୋ ଠିକଣା

ତୁ କୋଉ ଦେବତାର ପାଉଣା

ତତେ କେମିତି ମୁଁ ଭୁଲିଯିବି..

ମା ଲୋ ମା

ମା ଲୋ ମା

ମା ଲୋ ମା

ତୋ ପୁଅ ହେଇ ମୁଁ ରହିଥିବି

ମା ଲୋ ମା

ମା ଲୋ ମା

ତୋ ପୁଅ ହେଇ ମୁଁ ରହିଥିବି

ତୋ ପୁଅ ହେଇ ମୁଁ ରହିଥିବି...

କେତେ ଅନ୍ଧାର ..ରୁ ମତେ

କୋଳେଇ କାଖେଇ ମଣିଷ କଲୁ

ସବୁ ଦୁଃଖ ତୁ ସହି ମା ଲୋ

ମତେ ସବୁ ସୁଖ ଦେଇଦେଲୁ

ତୋ ଝାଡୁ ପାହାର ଖାଇକି

କାନ ଧରି ବସ୍ ଉଠ୍ ହେଇକି

ମୁଁ କେମିତି ଭୁଲ୍ କରିବି

ମା ଲୋ ମା

ମା ଲୋ ମା

ମା ଲୋ ମା

ତୋ ପୁଅ ହେଇ ମୁଁ ରହିଥିବି

ମା ଲୋ ମା

ମା ଲୋ ମା

ତୋ ପୁଅ ହେଇ ମୁଁ ରହିଥିବି

ତୋ ପୁଅ ହେଇ ମୁଁ ରହିଥିବି...

ତୋ ପାଦ ଧୂଳି ମୁଣ୍ଡେ ମାରି

ଯୋଉ ଆଡେ ମୁଁ ଯାଏ ମା ଲୋ

ସବୁ ଦୁଃଖ କଷ୍ଟ ଭୁଲି ଯାଏ

ତୋ ହସ ହସ ମୁହଁ ଭାବିକିଲୋ

ଯଦି ଦୁନିଆ ମତେ ପଚାରେ

କୋଉ ଦେବି ଙ୍କୁ ତୁ ମାନୁରେ

ମୁଁ ତୋ ନା ନେଇଯିବି ..

ମା ଲୋ ମା

ମା ଲୋ ମା

ମା ଲୋ ମା

ତୋ ପୁଅ ହେଇ ମୁଁ ରହିଥିବି

ମା ଲୋ.. ମା

ମା ~ଲୋ ମା

ତୋ ପୁଅ ହେଇ ମୁଁ ରହିଥିବି

ତୋ ପୁଅ ହେଇ ମୁଁ ରହିଥିବି...

Sambit Kumar Mohanty/Sourav Bharadwaj'dan Daha Fazlası

Tümünü Görlogo