menu-iconlogo
huatong
huatong
avatar

Rajani Go Mo Priya Nayane

Sohini Mishrahuatong
nicky275823huatong
Şarkı Sözleri
Kayıtlar
ରଜନୀ ଗୋ...

ମୋ ପ୍ରିୟ ନୟନେ...

ଦିଅ ଗୋ...ସପନ ଭରି..

ଗୋପନେ...

ରଜନୀ ଗୋ...

ମୋ ପ୍ରିୟ ନୟନେ...

ଦିଅ ଗୋ..ସପନ ଭରି..

ଗୋପନେ...

ଶୀତଳ, ସମୀରେ...

ଫୁଲର ବାସନା...

ଝୁଲାଇ, ଦିଅ ଗୋ....

ଚନ୍ଦନ ଝୁଲଣା...

ଜହ୍ନରୁ ଚୋରାଇ...

ଅଳସି ଜୋଛନା...

ସିଞ୍ଚାଇ ଦିଅ ଗୋ...

ମୋ ଲୁହ ଝରଣା...

ରହନା ଗୋ ନିତି, ମଉନେ

ରଜନୀ ଗୋ...

ମୋ ପ୍ରିୟ ନୟନେ...

ଦିଅ ଗୋ..ସପନ ଭରି..

ଗୋପନେ...

ସାଥି ମୋ, ଅଝଟ...

ହେଲେଣି ଅବଶ...

ଛୁଆଇଁ, ଦିଅ..ଗୋ...

କାଉଁରୀ ପରସ...

ସେ ଆଖିରୁ ଆଜି...

ନିଦ ଗଲେ ହଜି...

ଉଜାଗରେ ମୋର...

ଯୁଗ ଯିବ ବିତି...

ରହନା ଗୋ ନିତି, ମଉନେ

ରଜନୀ ଗୋ...

ମୋ ପ୍ରିୟ ନୟନେ...

ଦିଅ ଗୋ...ସପନ ଭରି..

ଗୋପନେ...

ରଜନୀ ଗୋ...

ମୋ ପ୍ରିୟ ନୟନେ...

ଦିଅ ଗୋ...ସପନ ଭରି..

ଗୋପନେ...

Sohini Mishra'dan Daha Fazlası

Tümünü Görlogo