menu-iconlogo
huatong
huatong
swayam-padhiarpita-choudhury-chumki-title-song---from-chumki-cover-image

Chumki Title Song - From "Chumki"

Swayam padhi/Arpita Choudhuryhuatong
daiyihuihuatong
Şarkı Sözleri
Kayıtlar
କେବେ ସେ ଟିମ୍-ଟିମ୍ ତାରା ପରି

କେବେ ଖସିଯାଏ ଉଲକା ପରି

କେବେ ସେ ଚୁପ୍-ଚାପ୍ ଶୂନ୍ୟ ପରି

କେବେ ଉଛୁଳେ ଲହରି ପରି

ପରି ରାଇଜର ପରିଟିଏ ସିଏ

ଏଠି ଥାଇ, ଏଠି ନାହିଁ କି?

ଚୁମ୍ମକି (ହୁଁ)

ଚୁମ୍ମକି, ସେ ତ ପାଣିରେ ବୁଡିବ ନାହିଁ କି? (ନା-ନା-ନା-ନା-ନା)

ହୁଁ, ଚୁମ୍ମକି, ସେ ତ ପାଣିରେ ବୁଡିବ ନାହିଁ କି? (ନା-ନା-ନା-ନା-ନା)

ମନ ତାର, କୁନି ପିଲା, ପୁଣି କେବେ ଆଈ ମା ଗପପେଡି

କେବେ ହାଲ୍କା, ପବନଟେ, କେବେ-କେବେ ସିଏ ଅମାନିଆ ଝଡି

ବୋହିଗଲେ ସିଏ ନଦୀ ହୁଏ

ମନ-କୂଳ ଯାଏ ଓଦା ହୁଏ

ଉଡୁଥାଏ ସିଏ ପ୍ରଜାପତି ହୋଇ

କେବେ ଧରା ଦିଏ ନାହିଁ ଟି

ଚୁମ୍ମକି (ହୁଁ)

ଚୁମ୍ମକି, ସେ ତ ପାଣିରେ ବୁଡିବ ନାହିଁ କି? (ନା-ନା-ନା-ନା-ନା)

ହାଁ, ଚୁମ୍ମକି, ସେ ତ ପାଣିରେ ବୁଡିବ ନାହିଁ କି? (ନା-ନା-ନା-ନା-ନା)

କେବେ ସିଏ ପାଗଳାମି, କେବେ ପୁଣି କଥା କୁହା ନୀରବତା

କହିଦେଲେ କଥା ସିଏ, ଝରିଯାଏ କେତେ ରଙ୍ଗର ମୁକୁତା

ଅଧା ଚାନ୍ଦ ପରି ଦେଖା ଦେଇ, ପୁରା ହେଲେ ପୁଣି ଲୁଚିଯାଏ

ମେଘ ଘରେ କେବେ ଆଲୁଅ ହେଇ ସେ, ଦେଖୁଥାଏ ଲୁଚିଲୁଚିକି

ଚୁମ୍ମକି (ହୁଁ)

ଚୁମ୍ମକି, ସେ ତ ପାଣିରେ ବୁଡିବ ନାହିଁ କି? (ନା-ନା-ନା-ନା-ନା)

ଚୁମ୍ମକି, ସେ ତ ପାଣିରେ ବୁଡିବ ନାହିଁ କି? (ନା-ନା-ନା-ନା-ନା)

Swayam padhi/Arpita Choudhury'dan Daha Fazlası

Tümünü Görlogo