menu-iconlogo
huatong
huatong
swayam-padhisital-kabi-hole-hole-hela-prema-cover-image

Hole Hole Hela Prema

Swayam padhi/Sital Kabihuatong
northrupkhuatong
Şarkı Sözleri
Kayıtlar
ତୋ ଆଖି ସାଥେ ଆଖି ଯେବେ ମିଶିଲା ପରେ

କାହିଁ सरमी ଯାଉଛୁ ତୁ ଏତେ ଲାଜରେ

ତୋ ଆଖି ସାଥେ ଆଖି ଯେବେ ମିଶିଲା ପରେ

କାହିଁ सरमी ଯାଉଛୁ ତୁ ଏତେ ଲାଜରେ

ତୋ ମନ ସାଥେ ମନ ଯେବେ ମିଶିଲା ପରେ

ଲାଜେ ଝାଉଁଳି ଯାଉଛି ମୁଁ, ମୁଁ ଯେ ଏକା ରେ

କହିବୁ କି ଏମିତି କାଇଁ ହଉରେ?

ତତେ ଦେଖି ମତେ ବି କିଛି-କିଛି ହୁଏ ରେ

ଜାଣେନା ମୁଁ ଏମିତି କାହିଁକି ହୁଏ ରେ?

କେମିତି ଲାଗେ ତୁ ବୁଝି ପାରିବୁନି ରେ

ଯେବେଠୁ ପଡ଼ିଲା ତୋ ଦେହରେ ରେଶମୀ चुनर ରେ

ହୋଲେ-ହୋଲେ, ହୋଲେ-ହୋଲେ

ହୋଲେ-ହୋଲେ ହେଲା ରେ ପ୍ରେମ ତୋରି ଠାରେ

ହୋଲେ-ହୋଲେ ହେଲା ରେ ପ୍ରେମ ତୋରି ଠାରେ

ହଁ, ହୋଲେ-ହୋଲେ ହେଲା ରେ ପ୍ରେମ ମୋରି ଠାରେ

ହୋଲେ-ହୋଲେ ହେଲା ରେ ପ୍ରେମ ମୋରି ଠାରେ

ହଁ, ପ୍ରେମର ପାହାଚ ଡେଇଁ ଯେବେ ମୁଁ ଗଲି

ତତେ ଦେଖି ସେଇଠି ମୁଁ ଅଟକି ଗଲି

କରିନେବି ପୂଜାରିଣି ମୋ ମନ ମନ୍ଦିର ରେ

ରଖିନେବି ସାଇତି ମୁଁ ମୋ ପାଖରେ

ହଁ, ତୋ ସାଥେ ମୋ ହବ ଦେଖା ଜାଣି ନ ଥିଲି

ଜାଣିବା ଆଗରୁ କିଛି ଭାବି ନ ଥିଲି

ମନକୁ ଚୋରି କଲୁ ତୁ ଏ କି ଯାଦୁ କରିରେ

ହେଇଗଲି ବନ୍ଦୀ ଆଜି ତୋ ପ୍ରେମରେ

ଯେବେଠୁ ପଡ଼ିଲା ତୋ ଦେହରେ ଫଗୁଣ ର ଛିଟାରେ

ହୋଲେ-ହୋଲେ, ହୋଲେ-ହୋଲେ

ହୋଲେ-ହୋଲେ ହେଲା ରେ ପ୍ରେମ ତୋରି ଠାରେ

ହୋଲେ-ହୋଲେ ହେଲା ରେ ପ୍ରେମ ତୋରି ଠାରେ

ହୋଲେ-ହୋଲେ ହେଲା ରେ ପ୍ରେମ ମୋରି ଠାରେ

ହୋଲେ-ହୋଲେ ହେଲା ରେ ପ୍ରେମ ମୋରି ଠାରେ

ଲଗେଇଲୁ ଏମିତି ଏ ପ୍ରେମର ଡୋରି

କେମିତି କରିଲୁ କହ ମନକୁ ଚୋରି?

ଯେବେ-ଯେବେ ଦେଖେ ତତେ ମୋ ମନ ଝରକା ରେ

ଇଛା ହୁଏ ଗପିବାକୁ ତୋ ସାଥିରେ

ହଁ, ସପନରେ ଆସି ତୋର କରିଲି ଘର

ସେ ଘରକୁ ସଜେଇବୁ ତୁ ଏଥର

ପରୀଟିଏ ହେଇ ଯେବେ ଆସିଲୁ ଜୀବନରେ

ଭାରିଦେଲୁ କେତେ ଖୁସି ମୋ ମନରେ

ଯେବେ ଠୁ ଚଢ଼ିଲା ତୋ ଦେହରେ ମୋ ପ୍ରେମର ନିଶାରେ

ହୋଲେ-ହୋଲେ, ହୋଲେ-ହୋଲେ

ହୋଲେ-ହୋଲେ ହେଲା ରେ ପ୍ରେମ ମୋରି ଠାରେ

ହୋଲେ-ହୋଲେ ହେଲା ରେ ପ୍ରେମ ତୋରି ଠାରେ

Swayam padhi/Sital Kabi'dan Daha Fazlası

Tümünü Görlogo