menu-iconlogo
huatong
huatong
avatar

Anichi Khira Bela Patara - Namita Agrawal: Song

AR Musichuatong
nathan179huatong
بول
ریکارڈنگز
? ଓଁ ନମଃ ଶିବାୟ ?

ଆଣିଛି କ୍ଷୀର ବେଲ ପତର

ଗଇସ ଚମ୍ପା ହାର

ଉଠ ହେ ହର ଶିବ ଶଙ୍କର

ଆଜି ତ ସୋମବାର

...........

ରକ୍ତଚନ୍ଦନେ ରାମଙ୍କ ନାମ

ଲେଖା ବେଲ ପତର

ଗୋଟିକି ଗୋଟି ଶହେ ଆଠଟି

ଦେଉଛି ନିଅ ହର

ॐ नमः शिवाय । ?

ଭୋଗ ଆଣିଛି ମୁଁ ପ୍ରଭୁ

ପୂର୍ଣ୍ଣ କରି ପୂଜା ଥାଳି

ଉଚ୍ଚରୁଛି ପଞ୍ଚାକ୍ଷର

ଝୁଣା ଧୂପ ଦୀପ ଜାଳି

...........

ଭୋଗ ଆଣିଛି ମୁଁ ପ୍ରଭୁ

ପୂର୍ଣ୍ଣ କରି ପୂଜା ଥାଳି

ଉଚ୍ଚରୁଛି ପଞ୍ଚାକ୍ଷର

ଝୁଣା ଧୂପ ଦୀପ ଜାଳି

କି ଭୋଗ ଦେବି ତୁମକୁ ପ୍ରଭୁ

ତୁମେ ତ ଯୋଗୀବର

ଫଳେ ପୁଷ୍ପେ ମୁଁ ଆଣିଛି ଯାହା

ସାଦରେ ଘେନା କର

.............

Pls Positive Rate This ?

Beautiful Track ?

କି ଅବା କହିବି ପ୍ରଭୁ

ତୁମେ ଜାଣ ମନ କଥା

ନିରବେ ଗୁହାରୀ କରେ

ତୁମ ପଦେ ନୋଇଁ ମଥା

.............

କି ଅବା କହିବି ପ୍ରଭୁ

ତୁମେ ଜାଣ ମନ କଥା

ନିରବେ ଗୁହାରୀ କରେ

ତୁମ ପଦେ ନୋଇଁ ମଥା

ଦୁଃଖୀ ର ଦୁଃଖ ହରୁଛ ବୋଲି

ତୁମର ନାଁ ହର

ତୁମ କରୁଣା ପାଦୁକ ଦାନେ

ମୋତେ ହିଁ ସୁଖୀ କର

?ଭଗବାନ ଶିବ ଆପଣଙ୍କ ମଙ୍ଗଳ କରନ୍ତୁ?

AR Music کے مزید گانے

تمام دیکھیںlogo