menu-iconlogo
huatong
huatong
avatar

Patitapababa Bana

Bhikari Balhuatong
pepeluis911huatong
بول
ریکارڈنگز
ପତିତପାବନ ବାନା ଆଉ କେତେ ବେଳକୁ?

ପତିତପାବନ ବାନା ଆଉ କେତେ ବେଳକୁ?

ଭାସିଗଲି ଭବ ଜଳେ, ନାବ ଦିଅ କୂଳକୁ

ପ୍ରଭୁ ନାବ ଦିଅ କୂଳକୁ

ପତିତପାବନ ବାନା ଆଉ କେତେ ବେଳକୁ?

ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ

ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ

ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ

ପତିତପାବନ ବାନା ଆଉ କେତେ ବେଳକୁ?

ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ

ଦୂରେ ଥାଇ ଡାକ ଦେଲେ ଡେରିଥାଅ କାର୍ଣ୍ଣକୁ

ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ

ପ୍ରଭୁ ମୋ କର୍ମ ଅବଳକୁ

ପତିତପାବନ ବାନା ଆଉ କେତେ ବେଳକୁ?

ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ

ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହକୁ

ଭଣିଲେ ବୀରକେଶରୀ...

ଭଣିଲେ ବୀରକେଶରୀ ଆଶା ପାଦ ତଳକୁ

ପ୍ରଭୁ ଆଶା ପାଦ ତଳକୁ

ପତିତପାବନ ବାନା ଆଉ କେତେ ବେଳକୁ?

ଭାସିଗଲି ଭବ ଜଳେ, ନାବ ଦିଅ କୂଳକୁ

ପ୍ରଭୁ ନାବ ଦିଅ କୂଳକୁ

ପତିତପାବନ ବାନା ଆଉ କେତେ ବେଳକୁ?

ପତିତପାବନ ବାନା ଆଉ କେତେ ବେଳକୁ?

Bhikari Bal کے مزید گانے

تمام دیکھیںlogo
Patitapababa Bana بذریعہ Bhikari Bal - بول اور کور