menu-iconlogo
huatong
huatong
kumar-tate-mo-rana-deli-alo-bai-chadhei-clean-track-nibedita-odia-cover-image

Tate Mo Rana Deli Alo Bai Chadhei Clean Track (Nibedita) Odia

Kumarhuatong
ᏦUℳᎯℛ-ᎫᎯᎽᎯℕᏆᎯ🌟💘⭐JKPhuatong
بول
ریکارڈنگز
Song - ତତେ ମୋ ରାଣ ଦେଲି ଆଲୋ...

Singers :- Nibedita

Albam - ବାଇ ଚଢେଇ

UℙℒᎾᎯⅅℰⅅ ℬᎽ~

꧁༒ ᏦUℳᎯℛ-ᎫᎯᎽᎯℕᏆᎯ ༒ ꧂

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ..

ତୁ କାହାରି କୁ ବେଶୀ ଭଲ ପାଇବୁ ନାହିଁ..

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ.

ତୁ କାହାରି କୁ ବେଶୀ ଭଲ ପାଇବୁ ନାହିଁ..

ଭୋକ ହଉ ଥିଲେ ଖାଇ ପାରିବୁନି ନିଦ ଲାଗୁଥିଲେ ଶୋଇ ପାରିବୁନି

ଯେତେ ଭାବୁ ଥିଲେ କଥା ସରିବନି ଯେତେ ବାଧୁ ଥିଲେ କହି ପାରିବୁନି

ଭଲ ପାଇ ମୋ ପରି.ଭଲ ପାଇ ମୋ ପରି ହୋଇବୁ ନାହିଁ..

?️ ?️ ?️ ?️

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ

ତୁ କାହାରି କୁ ବେଶି ଭଲ ପାଇବୁ ନାହିଁ...

?️?️?️?️?️

UℙℒᎾᎯⅅℰⅅ ℬᎽ~

ᏦUℳᎯℛ-ᎫᎯᎽᎯℕᏆᎯ ?

ବଞ୍ଚିବା ର ମାନେ ତୋ ଭଲ ପାଇବା

ବେଶି ଭଲ ପାଇବା ରେ ଅଡ଼ୁଆ

ସଞ୍ଜ ବେଳେ ଜନ୍ହ କୁ ରାତି ରେ ଝଡ଼

ଭାଙ୍ଗି ଯାଏ ସପନ ର କୁଡ଼ିଆ..

Ꮶ Ꭻ~ ℳUЅℐℂ

ବଞ୍ଚିବା ର ମାନେ ତୋ ଭଲ ପାଇବା

ବେଶି ଭଲ ପାଇବା ରେ ଅଡ଼ୁଆ

ସଞ୍ଜ ବେଳେ ଜନ୍ହ କୁ ରାତି ରେ ଝଡ଼

ଭାଙ୍ଗି ଯାଏ ସପନ ର କୁଡ଼ିଆ

ଦୋଷ ଦେଖୁଥିଲେ ନିନ୍ଦୀ ପାରିବୁନି ଲୁହ ଆସୁଥିଲେ କାନ୍ଦି ପାରିବୁନି

ଜଳି ମରୁଥିବୁ ଭୁଲି ପାରିବୁନି ବିଷ ଧରି ଥିଲେ ପିଇ ପାରିବୁନି

ଭଲ ପାଇ ମୋ ପରି. ଭଲ ପାଇ ମୋ ପରି ହୋଇବୁ ନାହିଁ..

?️ ?️ ?️ ?️

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ

ତୁ କାହାରି କୁ ବେଶି ଭଲ ପାଇବୁ ନାହିଁ..

Ꮶ Ꭻ~ ℳUЅℐℂ~ ℋℚ ᏆℛᎯℂᏦ 98%

ଜୀବନ ର ମାନେ ତୋ ମହା ନାଟକ..

ଅଭିନୟ କରିବୁନି କାହିଁକି..

ପ୍ରେମ ଏକ କାହାଣୀ ଭାରି ପୁରୁଣା..

ଚଢେଇ ଲୋ ତତେ ଜଣା ନାହିଁକି

Ꮶ Ꭻ~ ℳUЅℐℂ

ଜୀବନ ର ମାନେ ତୋ ମହା ନାଟକ..

ଅଭିନୟ କରିବୁନି କାହିଁକି..

ପ୍ରେମ ଏକ କାହାଣୀ ଭାରି ପୁରୁଣା..

ଚଢେଇ ଲୋ ତତେ ଜଣା ନାହିଁକି

ଗଚ୍ଛ ପାଉଥିବୁ ବସା ବାନ୍ଧିବୁନି ଉଡ଼ି ଯାଉଥିବୁ ମନ ଛନ୍ଦିବୁନି

ନଈ ଦେଖୁଥିବୁ ଦେହ ଧୋଇବୁନି ଫାଶ ଦେଖୁଥିବୁ ପାଦ ଥୋଇବୁନି

ଭଲ ପାଇ ମୋ ପରି. ଭଲ ପାଇ ମୋ ପରି ହୋଇବୁ ନାହିଁ..

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ

ତୁ କାହାରି କୁ ବେଶି ଭଲ ପାଇବୁ ନାହିଁ..

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ

ତୁ କାହାରି କୁ ବେଶି ଭଲ ପାଇବୁ ନାହିଁ

ଭୋକ ହଉ ଥିଲେ ଖାଇ ପାରିବୁନି ନିଦ ଲାଗୁଥିଲେ ଶୋଇ ପାରିବୁନି

ଯେତେ ଭାବୁ ଥିଲେ କଥା ସରିବନି ଯେତେ ବାଧୁ ଥିଲେ କହି ପାରିବୁନି

ଭଲ ପାଇ ମୋ ପରି,ଭଲ ପାଇ ମୋ ପରି ହୋଇବୁ ନାହିଁ..

?️ ?️ ?️ ?️

ତତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ

ତୁ କାହାରି କୁ ବେଶୀ ଭଲ ପାଇବୁ ନାହିଁ ...

ସମାପ୍ତ

Kumar کے مزید گانے

تمام دیکھیںlogo