menu-iconlogo
huatong
huatong
odia-bhakti-gabharu-rajani-gandha-deichi-kholi-odia-bhajan-hq-jp-171653-cover-image

GABHARU RAJANI GANDHA DEICHI KHOLI ODIA BHAJAN HQ JP 171653

ODIA BHAKTIhuatong
LB🎵MUSICAL🎶🎻ଓଡ଼ିଆ🎉huatong
بول
ریکارڈنگز
ଗଭା ରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ ତୁଳସୀ ନାଇଁବି ବୋଲି ଲୋ ତୁଳସୀ ନାଇଁ ବି ବୋଲି (2)

ଦେଲି ପାଦରୁ ପାଉଁଜି ଖୋଲି ପେନ୍ଥି ଘୁଙ୍ଗୁର ବାନ୍ଧିବି ବୋଲି (2)

ସୁନା ରୂପା ମୁଁ ଗଲିଣି ଭୁଲି ଲୋ ତୁଳସୀ ନାଇଁ ବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

ଗଭା ରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ ତୁଳସୀ ନାଇଁବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

🙏 🌹 JAGANNATH 🛐 PREMI 🌹 🙏

Room id 171653

Time 9.00am

ଜଗାକୁ ସୁନ୍ଦର ତୁଳସୀ ମାଳ ତୁଳସୀ ତୁଳସୀ ସଜ ତୁଳସୀ

🎻🎵🎻🎶🎻🎵🎻🎵🎻🎵🎶🎵🎶🎵

ଜଗାକୁ ସୁନ୍ଦର ତୁଳସୀ ମାଳ ତୁଳସୀ ତୁଳସୀ ସଜ ତୁଳସୀ

ଗଭାକୁ ସୁନ୍ଦର ମାନିବ ମୋର ଜଗାର ଜଗାର ଛଡା ତୁଳସୀ

ଯାର ପତରେ ପୁଣ୍ୟର ଗନ୍ଧ ଭରେ ମନରେ ଭକତି ଛନ୍ଦ (2)

ମନ ପରାଣ ମୁଁ ବିକି ଦେଲି ଲୋ ତୁଳସୀ ନାଇଁ ବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

ଗଭା ରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ ତୁଳସୀ ନାଇଁବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

Song upload by laxman

Request by PUSPALATA ji

🙏 🌹 JAGANNATH 🛐 PREMI 🌹 🙏

ଶ୍ରୀ ଅଙ୍ଗ ପରସ ପାଇଚି ଯେତେ ଏଇ ସେ ଏଇ ସେ ଛଡା ତୁଳସୀ

🎵🎻🎵🎶🎶🎻🎶🎶🎻🎶🎻🎶🎻🎶

ଶ୍ରୀ ଅଙ୍ଗ ପରସ ପାଇଚି ଯେତେ ଏଇ ସେ ଏଇ ସେ ଛଡା ତୁଳସୀ

ସେଥିରୁ ଟିକିଏ ପାଇବି ବୋଲି ମନରେ ମନରେ ଅଛି ଭରସି

ଛଡା ତୁଳସୀ ଗଭାରେ ଥାଉ ପ୍ରାଣ ଶ୍ରୀ ଅଙ୍ଗ ପରସ ପାଉ (2)

ଜଗା ଚରଣେ ଶରଣ ଗଲି ଲୋ ତୁଳସୀ ନାଇଁ ବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

ଗଭା ରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ ତୁଳସୀ ନାଇଁବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

ଦେଲି ପାଦରୁ ପାଉଁଜି ଖୋଲି ପେନ୍ଥି ଘୁଙ୍ଗୁର ବାନ୍ଧିବି ବୋଲି (2)

ସୁନା ରୂପା ମୁଁ ଗଲିଣି ଭୁଲି ଲୋ ତୁଳସୀ ନାଇଁ ବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

ତୁଳସୀ ନାଇଁ ବି ବୋଲି ଲୋ ତୁଳସୀ ନାଇଁ ବି ବୋଲି

ODIA BHAKTI کے مزید گانے

تمام دیکھیںlogo