ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ମାୟା ମରୀଚିକା ପଛରେ ଗୋଡାଇ 
ମାୟା ମରୀଚିକା ପଛରେ ଗୋଡାଇ 
ଥକି ପଡ଼ିଲିଣି କଳା ଗୋସାଈଁ 
ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ସଂସାର ଜଞ୍ଜାଳ ପାରୁନି ସହି 
JAGANNTHA PREMI 
ROOM ID 171653 
TIME 9.00AM 
ତୋମେ ଅଛ ବୋଲି ମନେ ଭାବିଥିଲି 
ସୁଖରେ ଦୁଃଖରେ ବଢାଇ ହାତ 
ମୋ ସଂସାର ରଥ ଆଗକୁ ଯିବାରେ 
ତୋମେ ସାଥେ ଥିବ ଜଗତ ନାଥ 
? 
ହୋ... ତୋମେ ଅଛ ବୋଲି ମନେ ଭାବିଥିଲି 
ସୁଖରେ ଦୁଃଖରେ ବଢାଇ ହାତ 
ମୋ ସଂସାର ରଥ ଆଗକୁ ଯିବାରେ 
ତୋମେ ସାଥେ ଥିବ ଜଗତ ନାଥ 
ସମୟର ଚକ ଆଗକୁ ଗଡୁଚି.. 
ସମୟର ଚକ ଆଗକୁ ଗଡୁଚି.. 
ତୁମରି ଇଚ୍ଛାରେ ଜଗତ ପାଇଁ.. 
ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ସଂସାର ଜଞ୍ଜାଳ ପାରୁନି ସହି 
 Request by-ମନୋଜ କୁମାର ସାହୁ (HARIOMM) FAMILY 
Lyrics - Kshemankari 
JAGANNTH PREMI 
ଆଶା ଭରସା ରେ ତୁମରି ଦୁଆରେ 
ଖାଲି ହାତେ ପ୍ରଭୁ ଫେରିନି କେହି 
ସଖା ସୁଦାମା ର ଖୁଦ ଭଜା ଖାଇ 
ରାଜ ଉଆଁସ ରେ ରଖିଲ ନେଇ 
? 
ହୋ.. ଆଶା ଭରସା ରେ ତୁମରି ଦୁଆରେ 
ଖାଲି ହାତେ ପ୍ରଭୁ ଫେରିନି କେହି 
ସଖା ସୁଦାମା ର ଖୁଦ ଭଜା ଖାଇ 
ରାଜ ଉଆଁସ ରେ ରଖିଲ ନେଇ 
ଦୀନବନ୍ଧୁ ହୋଇ ଏ ଦିନ ଜନକୁ 
ଦୀନବନ୍ଧୁ ହୋଇ ଏ ଦିନ ଜନକୁ 
କରୁଣାରୁ ଉଣା କରିବ ନାହିଁ.... 
ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ମାୟା ମରୀଚିକା ପଛରେ ଗୋଡାଇ 
ମାୟା ମରୀଚିକା ପଛରେ ଗୋଡାଇ 
ଥକି ପଡ଼ିଲିଣି କଳା ଗୋସାଈଁ 
ଜୀବନ ଗଣିତ ଏତେ ପ୍ରଭୁ କଷ୍ଟ 
ସଂସାର ଜଞ୍ଜାଳ ପାରୁନି ସହି 
ସଂସାର ଜଞ୍ଜାଳ ପାରୁନି ସହି 
ସଂସାର ଜଞ୍ଜାଳ ପାରୁନି ସହି