menu-iconlogo
huatong
huatong
avatar

Barasi jaa megha tu barasi jaa

PRABHAT creationhuatong
sirolivehuatong
بول
ریکارڈنگز
ତତେ ଭଲ ପାଇକି ଆଜି

ଚୁନା ଚୁନା ହେଲେ ମୋ ହୃଦୟ

ତୋ ଖୁସି ଚାହିଁକି ଆଜି

ସୁଖୁନି ମୋ ଆଖିରୁ ଲୁହ

ତତେ ଭଲ ପାଇକି ଆଜି

ଚୁନା ଚୁନା ହେଲେ ମୋ ହୃଦୟ

ତୋ ଖୁସି ଚାହିଁକି ଆଜି

ସୁଖୁନି ମୋ ଆଖିରୁ ଲୁହ-

ପଲକରେ ତତେ ବସେଇ ରକ୍ଷୀ ଥିଲି

ନିଯଠୁ ଅଧିକା ଭଲ ପାଉଥିଲି

ଭାବି ନଥିଲି ଧୋକା ଦବୁ ତୁ ଏମିତିକା~~

ବରଷି ଯାଆ ମେଘ ତୁ ବରଷି ଯାଆ

ମୋ ଆଖି ଲୁହ ତୋ ସାଥେ ଧୋଇ ନେଇ ଯାଆ

ବରଷି ଯାଆ ମେଘ ତୁ ବରଷି ଯାଆ

ମୋ ଆଖି ଲୁହ ତୋ ସାଥେ ଧୋଇ ନେଇ ଯାଆ

ବରଷି ଯାଆ~ବରଷି ଯାଆ

କଣ୍ଟା କେବେ ବିମୁଁ ସାଜିବିନି

କି ଆସିବିନି ତୋ ବାଟରେ

କହିଦେ ଥରେ ମୋ ରାଣ ତତେ

କାହିଁ ଖେଲିଲୁ ତୁ ମୋ ସାଥୀରେ,

କଣ୍ଟା କେବେ ବିମୁଁ ସାଜିବିନି

କି ଆସିବିନି ତୋ ବାଟରେ

କହିଦେ ଥରେ ମୋ ରାଣ ତତେ

କାହିଁ ଖେଲିଲୁ ତୁ ମୋ ସାଥୀରେ

ଯାଆ ପାଇଁ ଏତେ ସ୍ୱପନ ଦେଖି ଥିଲି

ସ୍ୱପନ ସାଥେ ମନ୍ ଭାଙ୍ଗି ଗଲା ଚାଲି

କହି ପାରେନା କି ମୋମନ ସହି ପାରେନା~~

ବରଷି ଯାଆ ମେଘ ତୁ ବରଷି ଯାଆ

ମୋ ଆଖି ଲୁହ ତୋ ସାଥେ ଧୋଇ ନେଇ ଯାଆ

ବରଷି ଯାଆ ମେଘ ତୁ ବରଷି ଯାଆ

ମୋ ଆଖି ଲୁହ ତୋ ସାଥେ ଧୋଇ ନେଇ ଯାଆ

ମୋ ଦୁଃଖ ସହି ପାରିବନି

ବୋଲି କହୁଥିଲା ଜିଏ ମତେ

ବଞ୍ଚି ଥାଉ ଥାଉ ମାରିଦେଇ

କୁହେ ଭୂଲି ଜଓ ଏବେ ମତେ

ମୋ ଦୁଃଖ ସହି ପାରିବନି

ବୋଲି କହୁଥିଲା ଜିଏ ମତେ

ବଞ୍ଚି ଥାଉ ଥାଉ ମାରିଦେଇ

କୁହେ ଭୂଲି ଜଓ ଏବେ ମତେ

ରକ୍ତ ରେ ଯାଆ ନା ଲେଖିଥିଲି

ଲୁହରେ ସେ ନାକୁ ଆଜି ଲିଭେଇ ଦେଲି

ମୋ କାହାଣୀ ଲେଖିବି ମୁଁ ଏବେ ଏକା~

ବରଷି ଯାଆ ମେଘ ତୁ ବରଷି ଯାଆ

ମୋ ଆଖି ଲୁହ ତୋ ସାଥେ ଧୋଇ ନେଇ ଯାଆ

ବରଷି ଯାଆ ମେଘ ତୁ ବରଷି ଯାଆ

ମୋ ଆଖି ଲୁହ ତୋ ସାଥେ ଧୋଇ ନେଇ ଯାଆ

ବରଷି ଯାଆ~ବରଷି ଯାଆ(୨)

ଓହ ଓହ ଓହ ଓହ (୨)

PRABHAT creation کے مزید گانے

تمام دیکھیںlogo