menu-iconlogo
huatong
huatong
s-jitu-tate-deideli-mana-sei-dina-cover-image

Tate Deideli Mana Sei Dina

S Jituhuatong
silly_chili2323huatong
بول
ریکارڈنگز
?ମା' ମଙ୍ଗଳା ଟ୍ରାକ ୱାର୍ଲ୍ଡ?꧂

╰• ସୁନ୍ଦର ସୁନ୍ଦର ଗୀତ ଟ୍ରାକର ଭେଟି •╯

꧁?ମେଲୋଡିଅସ୍ ଅର୍ଜୁନ ହିଟସ୍?꧂

╰• ଗୀତ-ତତେ ଦେଇଦେଲି ମନ ସେଇଦିନ •╯

ପୁ-କଣେଁଇ କି ଚାହୁଁ ଯେବେ ମୁରୁକେଇ ହସୁ ଯେବେ

ହସ ଲାଗେ ଲକ୍ଷେ ଟଙ୍କା

ହଁ ଯେବେ ଯେବେ ଭେଟ ହଉ ଚାହାଁଣୀରେ ମାରିଦଉ

ଛାତିରେ ପଶେ ଛନକା

ତୋ ଗୋରା ପାଦରେ ପାଉଁଜି ବଜେଇ

ହଁ ତୋ ଗୋରା ପାଦରେ ପାଉଁଜି ବଜେଇ

ଚାଲିଯାଉ ତୁ ଯୋଉଦିନ...

ତତେ ଦେଇଦେଲି ଦେଇଦେଲି ଦେଇଦେଲି ମନ ସେଇଦିନ(2)

ଝି-ଆରେ ରହିଥା ତୁ କିଛିଦିନ

ଦେଇଦେବି ଏଇ ମନ ହଉଛୁ କାହିଁ ଉଚ୍ଛନ

ଆରେ ଏ ରସିକ ତତେ ନ ଦେଖିକି(2)

ରହି ପାରୁନି ମୁଁ ଗୋଟେ ଦିନ...

ତତେ ଦେଇଦେଲି ଦେଇଦେଲି ଦେଇଦେଲି ମନ ସେଇଦିନ(2)

?ମା' ମଙ୍ଗଳା ଟ୍ରାକ ୱାର୍ଲ୍ଡ?꧂

╰• ସୁନ୍ଦର ସୁନ୍ଦର ଗୀତ ଟ୍ରାକର ଭେଟି •╯

꧁?ମେଲୋଡିଅସ୍ ଅର୍ଜୁନ ହିଟସ୍?꧂

╰• ଗୀତ-ତତେ ଦେଇଦେଲି ମନ ସେଇଦିନ •╯

ପୁ-ଚାଲିଯାଉ ଯେବେ ହସି ତତେ ଦେଖୁଥାଏ ବସି

ଗୋରା ଗୋରା ତୋର ଅଣ୍ଟା ଦେଖିକି ଗଲିଣି ମୁଁ ପୁରା ଫସି

ଝି-ଚିକିଣିଆ କଥା କହି ମନକୁ ନେଲୁ ଚୋରେଇ

ଏତେ କାହିଁ କହ ଅମାନିଆ ତୁ ପିଛା ମୋ ଛାଡୁନୁ କାହିଁ

ପୁ-ଆଲୋ ଏ ସଜନୀ ତତେ ମୁଁ ଦେଖିକି(2)

ଦୃଷ୍ଟ ହୁଏ ଏ ଯଉବନ...

ତତେ ଦେଇଦେଲି ଦେଇଦେଲି ଦେଇଦେଲି ମନ ସେଇଦିନ

ଝି-ତତେ ଦେଇଦେଲି ଦେଇଦେଲି ଦେଇଦେଲି ମନ ସେଇଦିନ

?ମା' ମଙ୍ଗଳା ଟ୍ରାକ ୱାର୍ଲ୍ଡ?꧂

╰• ସୁନ୍ଦର ସୁନ୍ଦର ଗୀତ ଟ୍ରାକର ଭେଟି •╯

꧁?ମେଲୋଡିଅସ୍ ଅର୍ଜୁନ ହିଟସ୍?꧂

╰• ଗୀତ-ତତେ ଦେଇଦେଲି ମନ ସେଇଦିନ •╯

ଝି-ରୂପ ମୋର ଝଲମଲ ପ୍ରେମ ତୋର ମାରଡାଲା

ଆଖିରେ ଆଉ ତୁ ଫୁଟାନି ବୋମା ହେଲିଣି ମୁଁ ପୁରା ଝାମା

ପୁ-ହଁ ତୋ ଅଣ୍ଟା ଜାଇ ଦେଖି ମନ ମୋ ଯାଇଛି ଲାଖି

ପ୍ରେମରେ ତୋର ଗଲିଣି ଫିସିଲି ଚାହାଁଣୀରେ ହଜିଗଲି

ଝି-ଆରେ ଏ ପାଗେଲା ହାତ ମୋ ଧରିକି(2)

ନେଇଜା ମତେ ତୋ କୁଞ୍ଜବନ...

ତତେ ଦେଇଦେଲି ଦେଇଦେଲି ଦେଇଦେଲି ମନ ସେଇଦିନ

ପୁ-ତତେ ଦେଇଦେଲି ଦେଇଦେଲି ଦେଇଦେଲି ମନ ସେଇଦିନ

彡[ନୂତନ ଗୀତର ସନ୍ଧାନରେ ମେଲୋଡିଅସ୍ ଅର୍ଜୁନ]彡

ମେଲୋଡିଅସ୍ ଅର୍ଜୁନ, 7978249813

?ଜୟ ଜଗନ୍ନାଥ ?ଜୟ ମା'ମଙ୍ଗଳା ?

S Jitu کے مزید گانے

تمام دیکھیںlogo