menu-iconlogo
huatong
huatong
sanju-lovers-ahe-nila-saila-kuldeepodia-bhajan-cover-image

Ahe nila saila-Kuldeep,odia bhajan

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
بول
ریکارڈنگز
🙏ଜୟ ଜଗନ୍ନାଥ 🙏

🎧RYAN🎧

Family- 👇

Sanju🥰🥰Lovers🥰🥰

👍👍👍👍

ଆହେ ନୀଳଶଇଳ

ପ୍ରବଳ ମତ୍ତବାରଣ

ପ୍ରବଳ ମତ୍ତ...ବାରଣ..

ମୋ ଆରତ ନଳିନୀ

ବନକୁ କର.. ଦଳନ

ଆହେ ନୀଳଶଇଳ...

🙏✨⚜️✨🙏

🏵🏵🦚️🦚️🏵🏵

🙏✨⚜️✨🙏

ଗଜରାଜ ଚିନ୍ତାକଲା

ଥାଇ ଘୋର ଜାଳେଣ....

ଗଜରାଜ ଚିନ୍ତାକଲା

ଥାଇ ଘୋ...ର ଜାଳେଣ

ଚକ୍ରପେଷି ନକ୍ରନାଶି

ଉଦ୍ଧାରି....ଲେ ଆପଣ

ଆହେ ନୀଳଶଇଳ...

🙏✨⚜️✨🙏

🏵🏵🦚️🦚️🏵🏵

🙏✨⚜️✨🙏

କୁରୁସଭା ତଳେ ଶୁଣି

ଦ୍ରୌପଦୀର ଜଣାଣ...

କୁରୁସଭା ତଳେ ଶୁଣି

ଦ୍ରୌପଦୀର ଜଣାଣ

କୋଟିବସ୍ତ୍ର ଦେଇ ହେଲେ

ଲଜ୍ଜା କଲ ବାରଣ...

ଆହେ ନୀଳ...ଶଇଳ...

🙏✨⚜️✨🙏

🏵🏵🦚️🦚️🏵🏵

🙏✨⚜️✨🙏

କହେ ସାଲ ବେଗହୀନ

ଜାତିରେ... ମୁଁ ଯବନ...

କହେ ସାଲ ବେଗହୀନ

ଜାତିରେ ମୁଁ ଯବନ...

ଶ୍ରୀରଙ୍ଗା ଚରଣ ତଳେ

କରୁଅଛି ଜଣାଣ...

ଆହେ ନୀଳଶଇଳ...

🙏ଜୟ ଜଗନ୍ନାଥ 🙏

💖GOD BLESS YOU💖

Sanju Lovers کے مزید گانے

تمام دیکھیںlogo