🙏ଜୟ ଜଗନ୍ନାଥ 🙏
🎧RYAN🎧
Family- 👇
Sanju🥰🥰Lovers🥰🥰
Requested by👇
🎧BHAGYALAXMI🎧
&
🎧SUBHALAXMI🎧
👍👍
ଶ୍ରୀ ମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ 🙏
ମାଗିବି କି ଅବା ଆଉ
ଶ୍ରୀ ମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ 🙏
ମାଗିବି କି ଅବା ଆଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ
ମହାବାହୁ ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ
🙏✨⚜️✨🙏
❄️🏵🙏🙏🏵❄️
🙏✨⚜️✨🙏
ପାପ ଆଉ ପୂନ୍ୟ
ଏ ଜଗତେ ଭରା
ମାୟାମୋହ ଏଠି ସବୁ.. ତ ଅସରା
✨🙏✨
ପାପ ଆଉ ପୂନ୍ୟ
ଏ ଜଗତେ ଭରା
ମାୟାମୋହ ଏଠି ସବୁ.. ତ ଅସରା
କି ଭିକ୍ଷ୍ୟା କରିବି
ତାଙ୍କ ସେ ଚରଣେ
କି ଭିକ୍ଷ୍ୟା କରିବି
ତାଙ୍କ ସେ ଚରଣେ
ତାଙ୍କୁ କି ଅଜଣା ଆଉ
ମାଗିବି କି ଅବା ଆଉ
ମହାବାହୁ ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ
🙏✨⚜️✨🙏
❄️🏵🙏🙏🏵❄️
🙏✨⚜️✨🙏
ତାଙ୍କ ହାତ ଗଢ଼ା
ଏ ସାରା ସଂସାର
ନ ପାରନ୍ତି ଯେବେ
କରି ସେ ଉଦ୍ଧାର
✨🙏✨
ତାଙ୍କ ହାତ ଗଢ଼ା
ଏ ସାରା ସଂସାର
ନ ପାରନ୍ତି ଯେବେ
କରି.. ସେ ଉଦ୍ଧାର
ଏକା ବସିଥାନ୍ତୁ
ରତ୍ନ ସିଂହାସନେ
ଏକା ବସିଥାନ୍ତୁ
ରତ୍ନ ସିଂହାସନେ
ଏ ଜଗତ ଭାସି...ଯାଉ
ମାଗିବି କି ଅବା ଆଉ
ମହାବାହୁ ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ
🙏ଜୟ ଜଗନ୍ନାଥ 🙏
💖GOD BLESS YOU💖