ହରେ କ୍ରିଷ୍ଣ
ହରେ କ୍ରିଷ୍ଣ, ହରେ କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
ହରେ କ୍ରିଷ୍ଣ, କ୍ରିଷ୍ଣ-କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
କ୍ରିଷ୍ଣ-କ୍ରିଷ୍ଣ, ହରେ କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
ହରେ କ୍ରିଷ୍ଣ, କ୍ରିଷ୍ଣ-କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
ହରେ କ୍ରିଷ୍ଣ
ଆହେ ବଂଶୀଧର, ମାୟା ତୁମ ସାର
କୋଟି-କୋଟି ଜୀବନରେ ଭରିଦେଲ ପ୍ରାଣ
ଆହେ ବଂଶୀଧର, ମାୟା ତୁମ ସାର
କୋଟି-କୋଟି ଜୀବନରେ ଭରିଦେଲ ପ୍ରାଣ
ଜୀବନର ଆଦି ତୁମେ, ଜୀବନର ଆଦି ତୁମେ
ତୁମେ ପୁଣି ପ୍ରାଣ, ତୁମେ ପୁଣି ପ୍ରାଣ
ହରେ କ୍ରିଷ୍ଣ, ହରେ କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
ହରେ କ୍ରିଷ୍ଣ, କ୍ରିଷ୍ଣ-କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ (ଗୋବିନ୍ଦାୟ ନମଃ)
କ୍ରିଷ୍ଣ, କ୍ରିଷ୍ଣ, କ୍ରିଷ୍ଣ
ହରେ କ୍ରିଷ୍ଣ
ଏ ପବନ, ଏ ମେଘ ସବୁ ତୁମ ମାୟା
ଏ ଭାବନା, ଏ ଭକ୍ତି ସବୁ ତୁମ କର
ଏ ପବନ, ଏ ମେଘ ସବୁ ତୁମ ମାୟା
ଏ ଭାବନା, ଏ ଭକ୍ତି ସବୁ ତୁମ କର
ଏ ରଚନା, ଏ ପଂକ୍ତି ସବୁ ତୁମ ଧରା
ସବୁ ତୁମ ଧରା
ହରେ କ୍ରିଷ୍ଣ, ହରେ କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
ହରେ କ୍ରିଷ୍ଣ, କ୍ରିଷ୍ଣ-କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ (ଗୋବିନ୍ଦା ଗୋବିନ୍ଦା ନମଃ)
ହରେ କ୍ରିଷ୍ଣ, କ୍ରିଷ୍ଣ-କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ
ହରେ କ୍ରିଷ୍ଣ, ହରେ କ୍ରିଷ୍ଣ
ଗୋବିନ୍ଦାୟ ନମଃ, ଗୋବିନ୍ଦାୟ ନମଃ (ଗୋବିନ୍ଦା ଗୋବିନ୍ଦା ନମଃ)