menu-iconlogo
huatong
huatong
shasank-sekhar-ete-dina-gala-pare-cover-image

Ete Dina Gala Pare

Shasank Sekharhuatong
richbajan2007huatong
بول
ریکارڈنگز
କେତେ ଦିନ ଗଲା ପରେ ଏଦିନ ଆସିଛି

କେତେ ଦିନ ଗଲା ପରେ ଏଦିନ ଆସିଛି

ଯେ ଦିନକୁ ପାଇବାକୁ କେବେଠୁ ଚାହିଁଛି

ନୂଆ ଆଶା, ନୂଆ ଦିନ

ନୂଆ ପ୍ରେମ, ନୂଆ ମନ

ତୋ ପାଇଁ ଆଣିଛି

କେତେ ଦିନ ଗଲା ପରେ ସେଦିନ ଆସିଛି

ଯେ ଦିନକୁ ପାଇବାକୁ କେବେଠୁ ଚାହିଁଛି

ଏଇ ଜୀବନ, ଏଇ ସିନ୍ଦୁର କେଡ଼େ ସୁନ୍ଦର ଲାଗେ ସୁନା ସୁନା

ଏଇ ଜୀବନ, ଏଇ ସିନ୍ଦୁର କେଡ଼େ ସୁନ୍ଦର ଲାଗେ ସୁନା ସୁନା

ତୋ ଆଖିରେ, ନାଲି ଓଠରେ ଖେଳେ ହସର ଢ଼େଉ ଚୁନା ଚୁନା

ଚୁନା ଚୁନା, ସୁନା ସୁନା

ଚୁନା ଚୁନା, ସୁନା ସୁନା

ନାଚିବି ମୁଁ, ଗାଇବି ମୁଁ, ଏ ମନ କହୁଛି

ବାଟ ଭୁଲା ବାଟୋଇ ମୋ ପାଖକୁ ଫେରିଛି

ମୁଁ ପାଇଛି ତୋ ବାହୁରେ

ତୋ ପ୍ରେମରେ ସାଥୀ ସ୍ୱର୍ଗ ମୋର

ମୁଁ ପାଇଛି ତୋ ବାହୁରେ

ତୋ ପ୍ରେମରେ ସାଥୀ ସ୍ୱର୍ଗ ମୋର

ତୁମ ଆଶାର, ତୁମ ସ୍ୱପ୍ନର ନୂଆ ସରଗ ଆଉ ଅଳ୍ପ ଦୂର

ଅଳ୍ପ ଦୂର ସ୍ୱର୍ଗ ମୋର

ଅଳ୍ପ ଦୂର ସ୍ୱର୍ଗ ମୋର

ତୁମ ପ୍ରେମ ବରଷାରେ ଆଜି ମୁଁ ଭିଜୁଛି

ଏ ଜୀବନେ ତୁମକୁ ମୁଁ ଭଲଯେ ପାଇଛି

କେତେ ଦିନ ଗଲା ପରେ ସେଦିନ ଆସିଛି

ଯେଦିନକୁ ପାଇବାକୁ କେବେଠୁ ଚାହିଁଛି

Shasank Sekhar کے مزید گانے

تمام دیکھیںlogo