menu-iconlogo
huatong
huatong
avatar

Jhul Re Nitai Jhul

Sricharan Mohantyhuatong
꧁✿⍟𝑩𝑨𝑫𝑨𝑳⍟✿꧂huatong
بول
ریکارڈنگز
ଝୁଲୁରେ ନିତାଇ ଝୁଲ

ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ଝୁଲୁ ରେ ନିତାଇ ଝୁଲ

ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ^^

ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ...ଏ...ଏ

ହୋଇଛି ସେ ଗୁଲୁ ଗୁଲୁ

ଗୈାରା ଚାନ୍ଦ ମୋର ହୋଇଛି ସେ ଗୁଲୁ ଗୁଲୁ

ଝୁଲୁରେ ହୋ ହୋ ଝୁଲୁରେ

ଝୁଲୁ ରେ ନିତାଇ ଝୁଲ

ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ଝୁଲୁ ରେ ନିତାଇ ଝୁଲ

ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ

ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ...ଏ...ଏ

ହୋଇଛି ସେ ଗୁଲୁଗୁଲୁ ଗୈାରା ଚାନ୍ଦ ମୋର ହୋଇଛି ସେ ଗୁଲୁ ଗୁଲୁ

ଝୁଲୁରେ ହୋ ...ହୋ ...ଝୁଲୁରେ

ଝୁଲୁ ରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ହୋ~ଝୁଲୁ ରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ଗୌରା ଚାନ୍ଦ ମୋର କେଡ଼େ ସୁନ୍ଦର

ଗଳେ ଶୋଭା ପାଏ ତୁଳସୀ ମାଳ

:ହରି ବୋଲ (music)ରାଧେ ରାଧେ

ନାମ ପ୍ରେମେ ରସେ ହୁଏ ବିଭୋର

ସଭିଁକୁ କରାଏ ସଂସାର ପାର

ନାଚୁଛି ଗାଉଛି ନାଚି ନଚାଉଛି

ନାଚୁଛି ଗାଉଛି ନାଚି ନଚାଉଛି

ନବଦୀପ ହୁଲୁଦୁଲୁ ଗୈାରା ଚାନ୍ଦ ମୋର ନବଦୀପ ହୁଲୁଦୁଲୁ

ଝୁଲୁରେ ହୋହୋଝୁଲୁରେ

ଝୁଲୁରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ହୋ~ଝୁଲୁରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ତରାଟି ଚାହାନ୍ତି ନଦିଆ ବାସୀ

ନବ ଦୀପ ଚାନ୍ଦ ଦିଅନ୍ତି ହସି

:ହରି ବୋଲ (music)ରାଧେ ରାଧେ

ହରିବୋଲ ଦିଅ ଭକତ ବାସୀ

ହୁଳହୁଳି ଦିଅ ମା ମାଉସୀ

ହରିବୋଲ ଦିଅ ହୁଳହୁଳି ଦିଅ

ହରିବୋଲ ଦିଅ ହୁଳହୁଳି ଦିଅ

ବସନ୍ତ ବାହା ସୁଲୁସୁଲୁ ଗୈାରା ଚାନ୍ଦ ମୋର ବସନ୍ତ ବାହା ସୁଲୁସୁଲୁ

ଝୁଲୁରେ ହୋ ହୋ ଝୁଲୁରେ

ଝୁଲୁରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ହୋ~ଝୁଲୁରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ

ଝୁଲି ଝୁଲି ଆସେ ନଦିଆ ଦାଣ୍ଡରେ..ଏ..ଏ

ହୋଇଛି ସେ ଗୁଲୁଗୁଲୁ ଗୌରା ଚାନ୍ଦ ମୋର ହୋଇଛି ସେ ଗୁଲୁ ଗୁଲୁ

ହୋଇଛି ସେ ଗୁଲୁଗୁଲୁ ଗୌରା ଚାନ୍ଦ ମୋର ହୋଇଛି ସେ ଗୁଲୁ ଗୁଲୁ

ହୋଇଛି ସେ ଗୁଲୁଗୁଲୁ ଗୌରା ଚାନ୍ଦ ମୋର ହୋଇଛି ସେ ଗୁଲୁ ଗୁଲୁ

ଝୁଲୁରେ ହୋ ହୋ ଝୁଲୁରେ(speed)

ହେ ଝୁଲୁରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ହେ ଝୁଲୁରେ ନିତାଇ ଝୁଲ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

ହୋ ହୋ ମୋ ଗୈାରଙ୍ଗ ସୁନ୍ଦର ପରି ଝୁଲୁ

Sricharan Mohanty کے مزید گانے

تمام دیکھیںlogo
Jhul Re Nitai Jhul بذریعہ Sricharan Mohanty - بول اور کور