menu-iconlogo
huatong
huatong
avatar

Prema Mo Jae Sari

Swayam padhi/Antara Chakrabortyhuatong
ray_is_ignoranthuatong
بول
ریکارڈنگز
ମନ ମୋ ତୋ ପାଖରେ ଆସ୍ତେ-ଆସ୍ତେ ଅଟକିଗଲା

ଆଖି ମୋ ତୋ ଆଖିରେ ଲାଖିଯାଇ ସ୍ବପ୍ନ ଦେଖିଲା

ମନ ମୋ ତୋ ପାଖରେ ଆସ୍ତେ-ଆସ୍ତେ ଅଟକିଗଲା

ଆଖି ମୋ ତୋ ଆଖିରେ ଲାଖିଯାଇ ସ୍ବପ୍ନ ଦେଖିଲା

ରୂପେଲି-ରୂପବତୀ ତୁ ମୋ ସଜକୁଆଁରୀ

ନଜର ନିହାଣରେ ଆଉ ଦେନି ମାରି

ତୋ ପାଇଁ ପ୍ରେମ ମୋ ଯାଏ ସରି

ତୋ ପାଇଁ ପ୍ରେମ ମୋ ଯାଏ ସରି

ହାତେ ହାତ ଧରି ଚାଲୁଥିଲୁ

କିଛି ବାଟ ଚାଲି ରହିଗଲୁ

ମୋତି ହେଇ ଝରିଗଲା ସବୁଠି ନାଲି ଅବିର

କାଳେ କିଏ ମୋତେ ଦେଖିଦବ

ଦେଖିଦେଲେ କିଛି କହିଦବ

ଲାଗୁଥିଲା ଟିକେ-ଟିକେ ହାଏରେ ମୋତେ ଯେ ଡ଼ର

ବରଷା ଘଟିଥିଲା, ମାରୁଥିଲା ବିଜୁଳି

ଡ଼ରିକି ହାତକୁ ମୋର ଦେଲୁ ତୁ ଧରି

ତୋ ପାଇଁ ପ୍ରେମ ମୋ ଯାଏ ସରି

ତୋ ପାଇଁ ପ୍ରେମ ମୋ ଯାଏ ସରି

ଦିନ ସରି-ସରି ଯାଉଥିଲା

ପ୍ରେମ ଟିକେ ଟିକେ ବଢ଼ୁଥିଲା

ଭାବୁଥିଲି କହିଦେବି, "ପାଖରୁ ଯା'ନି ଦୂର"

ସଞ୍ଜ ନଇଁ-ନଇଁ ଯାଉଥିଲା

ତାରା-ଫୁଲ ଫୁଟି ଉଠୁଥିଲା

ସ୍ପର୍ଶହେଲା ଓଠେ ଓଠ ସାଥିରେ ପ୍ରଥମଥର

ସ୍ପର୍ଶରେ ଲାଗିଲି ତୋର ବେଶି ସୁନ୍ଦରୀ

ଜୋଛନା ଇର୍ଷାରେ ଗଲା ଟିକେ ଝାଉଁଳି

ତୋ ପାଇଁ ପ୍ରେମ ମୋ ଯାଏ ସରି

ତୋ ପାଇଁ ପ୍ରେମ ମୋ ଯାଏ ସରି

ତୋ ପାଇଁ ପ୍ରେମ ମୋ ଯାଏ ସରି

ତୋ ପାଇଁ ପ୍ରେମ ମୋ ଯାଏ ସରି

Swayam padhi/Antara Chakraborty کے مزید گانے

تمام دیکھیںlogo