menu-iconlogo
huatong
huatong
tariq-aziz-nagin-nagin-cover-image

Nagin Nagin

Tariq Azizhuatong
olivierlutzhuatong
بول
ریکارڈنگز
ଓ, ଖୁଲମ-ଖୁଲା whistle ମାରି

Start କଲୁ love story

ବୁଲି ଖଟି ସବୁ ଭୁଲି

ତୋ ପାଇଁ ବୁଲେ ଘିରି-ଘିରି

ଆରେ, hero ହେଇ ତୋର life ରେ କେବେଲୋ କରିବି କହ ମୁଁ in?

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन, नागिन-नागिन, नागिन-नागिन

ଆରେ, ଅଙ୍କା-ବଙ୍କା ହାଏ ତୋର Snake ବାଲା ଚାଲି

ଛାତି ତଳେ बिन ବଯାଏ ମୋର daily-daily

ହାଏ, ତୋ ଆଖିରେ ଯେବେ ମୋର ଆଖି-ଖେଳ ଚାଲେ

तनु डोले, मोनू डोले ସବୁକିଛି हुल्ले

ଯବାନୀର ଚୋଟ ମାରି

କରିଦେଲୁ ମନ ଚୋରି

ତୋ ପ୍ରେମର ବିଶ୍ୱଜ୍ୱାଳା

ଚଢିଯାଏ ଥିରି-ଥିରି

ତୋର ମୋର କେବେ romance ହବ କହ? ଆଗେଇବ love-scene

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन

ओ, काले-काले जुल्फों वाली ଲାଗୁଛୁ ଲୋ ଚୋଖା

ତୁ କହିଲେ जान ଦବ ତୋ ପାଇଁ ଏ ଟୋକା

ଆରେ, ଥରେ ଖାଲି heart ଖୋଲି ପାଇଯା ଲୋ ଭଲ

January ରୁ December କରିବି ତତେ ଗେଲ

କହେ ମୋ जख्मी ଦିଲ୍ छोरी

ଲାଖିଯା medicine ପରି

ତୋ ପ୍ରେମର ମଲମରେ

जखम ସବୁ ଯିବ ଭରି

Darling ତୋର ଲାଗି ହେଲି ପ୍ରେମରୋଗୀ, ତୁ ପରା ମୋ Vitamin

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन, नागिन-नागिन, नागिन-नागिन, नागिन-नागिन, नागिन-नागिन

Tariq Aziz کے مزید گانے

تمام دیکھیںlogo