ଓଡ଼ିଆ ଧାରାବାହିକ - ସାଥୀରେ
"ବିନ୍ଦୁ"(ଶୁଭଶ୍ରୀ)ର ଅନୁରୋଧ କ୍ରମେ
ଗୀତ- ସାଥିରେ ତୁ ମୋର ସାଥିରେ
ଉପଲୋଡ- ଲକ୍ଷ୍ମଣ
F-କେବେ ନା କେବେ ବୁଝିବୁ ଆମ
ରାଗ ରୋଷା ଅଭିମାନ
ଜାଣିବୁ ସିଏ ନ ଥିଲା କଳି
ଥିଲା ଟିକେ ଟିକେ ପ୍ରେମ...
M-ପ୍ରେମର ବାଟରେ ..
ପାପୁଲି ରେଖାରେ....
ଲେଖା ତୋ ନା ସେଥିରେ........
F- ସାଥୀରେ ତୁ ମୋର ସାଥିରେ
ମୋ ଜିବନ ସାଥୀରେ ସାଥିରେ......
M-ସାଥୀରେ ତୁ ମୋର ସାଥିରେ
ମୋ ଜିବନ ସାଥୀରେ ସାଥିରେ......
M- ଝଡ ପରେ ପରେ
ଯେବେ ଉଜୁଡ଼ା ଭୂଇଁରେ
ଆଉଥରେ ଫଗୁ ଫେରେ......
F- ଭଙ୍ଗା ରୋଜା ମନ
ପୁଣି ଯୋଡ଼ି ଦେଲେ..
ବେଶି ବେଶି ପ୍ରେମ ବଢେ...ହେ......
M- ବଢ଼ିଲା ପାଦକୁ ଫେରେଇ ନବୁନି
ରହିଯା ମୋ ହୃଦୟ ରେ......
ସାଥିରେ ତୁ ମୋର ସାଥିରେ
ମୋ ଜୀବନ ସାଥୀରେ ସାଥିରେ.....
F-ସାଥିରେ ତୁ ମୋର ସାଥିରେ
ମୋ ଜୀବନ ସାଥୀରେ ସାଥିରେ.....
F- ମନ ଥିଲା ତୋର
ଗୋଟେ ବାଆଁରା ଚଢ଼େଇ...
ଧିରେ ଧିରେ ଦେଲୁ ଧରା..........
M- ଓ.. ଧରା ଦେଲା ପରେ...
ଆମ ଏ ସଂପର୍କ......
ଲାଗେ ସତେ ଖଣ୍ଡ ଶିରା.. ହା....
F- ସାରା ଜୀବନ କୁ ରଖିବି ସାଇତି
ତୋତେ ମୋ ପଣତରେ.........
M/F-ସାଥିରେ ତୁ ମୋର ସାଥିରେ
ମୋ ଜୀବନ ସାଥୀରେ ସାଥିରେ.....
ସମାପ୍ତ